ନୟାଗଡ ଜିଲ୍ଲା ନୂଆଗାଁ ଶିକ୍ଷା କର୍ଜ୍ଯାକାୟ ମଧ୍ୟରେ ନୂଆଗାଁ ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ କାର୍ମଶାଳା ଆଉଷ୍ଠିତ । ସୂଚନା ନୂଆଗାଁ ବ୍ଲକର ୧୩୪ ଗୋଟି ବିଦ୍ୟାଳୟର ୧୦ଟି ଗୋଟି ଦଳ ଭାଗ ନେଇଥିଲେ ।FLN ଶିକ୍ଷାର୍ଥୀ ଅର୍ଥାର୍ତ ୧ମ ,୨ୟ ଓ ୩ୟ ଶ୍ରେଣୀ ଶିକ୍ଷାର୍ଥୀ ମାନଙ୍କ ଭାଷା ଓ ସଂଖ୍ୟା ଜ୍ଞାନରେ ଥିବା ଦକ୍ଷତା ଗୁଡିକର କିପରି ସର୍ବୋତମ ବିକାଶ ସାଧନ ତଥା ଶିକ୍ଷାର ମାନବୃଦ୍ଧି ହୋଇପାରିବ ସେଥିନିମନ୍ତେ ବ୍ଲକ ସ୍ତରୀୟ FLN ଶିକ୍ଷା ସାମଗ୍ରୀ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ୧୦ ଗୋଟି ଦଳ ଭାଗନେଇଥିଲେ । ଓଡିଆ ଭାଷାଜ୍ଞାନରେ ୫ ଓ ସଂଖ୍ୟା ରେ ୫ ଗୋଟି ଦଳ ଭାଗଣେଇଥିଲେ । ସେମାନଙ୍କ ମଧ୍ୟରେ ପ୍ରତିଯୋଗୀତା କରଯାଇଥିଲା । ସେଥିପାଇଁ ୩ ଜଣ ବିଚାପତି ଆସିଥିଲେ । ଅବସରପ୍ରାପ୍ତ ଶିକ୍ଷକ ମଦନ ମୋହନ ପ୍ରଧାନ ,ଭବାନିଶଙ୍କର ପ୍ରଧାନ ,ରବିନାରାୟନ ଖଣ୍ଡୁଆଳ ।
୧୦୦ ଶିକ୍ଷକଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ମଶାଳା କୁ ନୂଆଗାଁ ସହ ଶିକ୍ଷା ଅଧିକାରିଣୀ ଜ୍ୟୋତ୍ସ୍ନା ରାଣୀ ସେଠୀ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। (ଏବିଇଓ-କମ୍- ବିଆରସିସି) ,କବିତା ଦାଶ (ଏବିଇଓ)ନିମାଇଁ ଚରଣସାହୁ (ସିଆରସିସି, ସିମିଳିସାହି ପିୟୁପିଏସ, ଜାକେଡା),କୈଳାସ ଚରଣ ନାଏକ (ସିଆରସିସି ନୂଆଗାଁ ପିଏସ୍),ଶ୍ରୀନିବାସ ରଥ (ସିଆରସିସି ଭାରତ ନୋଡାଲ ୟୁପିଏସ୍, କୋରଡ଼ା), ପ୍ରସନ୍ନ କୁମାର ବେହେରା(ସିଆରସିସି ଜଗନ୍ନାଥ ପ୍ରସାଦ ଏନୟୁପିଏସ୍),ପ୍ରସନ୍ନ କୁମାର ମିଶ୍ର(ନୂଆଗାଁ ପ୍ରାଇମେରୀ ସ୍କୁଲ ପ୍ରଧାନ ଶିକ୍ଷକ ), ସମସ୍ତ ବିଇଓ ଅଫିସର କର୍ମଚାରୀ, ଉପସ୍ଥିତ ରହିଥିଲେ।
0 Comments