ଦାସଇଆ ଅଜାଙ୍କ ସଂଗ୍ରହାଳୟକୁ ଆସିଲା ଲିଥୋ ଛପା ମେସିନ

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଂଚାୟତ ମାଧରେ ଥିବା ଓଡିଶାର ପ୍ରଖ୍ୟାତ ସଂଗ୍ରାହକ ଦାସିଆ ଅଜାଙ୍କ ଦ୍ଵାରା ପ୍ରତିଷ୍ଠିତ ବିଶ୍ଵପ୍ରସିଦ୍ଧ ସଂଗ୍ରହାଳୟକୁ ଆଜି ଆସିଲା ଲିଥୋ ଛପା ମେସିନ । ଯାହାକି ନୟାଗଡ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ମୃତି କୁ ଆଜି ଉଜୀବିତ କରୀ ରଖିବା ନିମନ୍ତେ ୪୦ ବର୍ଷର ପୁରାତନ ଲିଥୋ ଛପା ମେସିନ ବିଦ୍ୟାଳୟ ପକ୍ଷରୁ ସଂଗ୍ରହାଳୟକୁ ପ୍ରଦାନ କରା ଯାଇଛି । ବିଦ୍ୟାଳୟର ସଭାପତି ଅଜୟ କୁମାର ସାହୁ ପବିତ୍ର ସ୍ଵାଧୀନତା ଦିବସରେ ଦାସିଆ ଅଯାଙ୍କ ନାତି ତଥା ଅନୁଷ୍ଠାନର ସମ୍ପାଦକ ଦୀପକ ପଟ୍ଟନାୟକଙ୍କ ଉଅପସ୍ଥିତିରେ ପୁରୁଣା ଲିଥୋ ଛପା ମେସିନ ପ୍ରଦାନ କରିଛନ୍ତି । ସଂରହଳୟକୁ  ଆସୁଥିବା ଦର୍ଶକ ,ଛାତ୍ର ଛାତ୍ରୀ ଓ ବର୍ତମାନର ଯୁବ ପିଢୀମାନଙ୍କୁ ଏହି ପୁରୁଣା ଲିଥୋ ଛପା ମେସିନ ଖୁବ ଅକୃଷ୍ଟ କରିବ। 

Post a Comment

0 Comments