ଟ୍ରେନ ଦୃଘଟଣାରେ ଯୁବକ ମୃତ.

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ନିକଟରେ ଯାଇଥିବା ଟ୍ରେନ ଲାଇନରେ ଦୃଘଟଣା ଘଟି ଜଣେ ଯୁବକ ମୃତ. ସୂଚନା ମୁତାବକ ଭୁବନେଶ୍ୱରରୁ ନୂଆଗାଁ ଷ୍ଟେସନ ଅଭିମୁଖେ ଆସୁଥିବା ମେମୋ ନଂ 08429ନୂଆଗାଁ ବ୍ଲକ ନିକଟରେ ଦେଇ ଯାଇଥିବା ଟ୍ରେନ ଲାଇନ ଉପରକୁ ଯୁବକ ଜଣକ ଚାଲି ଆସିଥିଲେ .ଯଦ୍ୱାରା ଦୃଘଟଣା ଗ୍ରସ୍ତ ହୋଇଥିଲା. ସେ ଯୁବକ ଜଣକ ହେଲେ ଉଦୟପୁର ଗ୍ରାମର ନନ୍ଦ କିଶୋର ନାୟକ, ପିତା କବିରାଜ ନାୟକ. ଏହି ସୂଚନା ନୂଆଗାଁ ଷ୍ଟେସନ ଦାୟିତ୍ୱରେ ଥିବା ଅଧିକାରୀ ଦେଇ ଅଛନ୍ତି.

Post a Comment

0 Comments