ନୂଆଗାଁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପରିସରରେ ରେଡ ରିବନ କ୍ଲବ ଆନୁକୁଲ୍ଯରେ ADS ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧକ୍ଷ୍ୟା ସନ୍ତୋଷ କୁମାର ସାହୁଙ୍କ ସଭାପତିତ୍ଵରେ କରିଥିଲେ । ତତ ସହିତ ବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ଜୟକୃଷ୍ଣ ସାହୁ ତଥା ପୂର୍ବତନ YRC ୟୁନିଟର କାଉନ୍ସିଲର AIDS ସମ୍ଭନ୍ଧରେ ଛାତ୍ର ଛାତ୍ରୀଙ୍କୁ ବୁଝାଇ ଥିଲେ । AIDS ରୋଗର ଉତ୍ପତି କାରଣ ,ନିରାକରଣ ସମ୍ଭନ୍ଧରେ ଆଲୋଚନା କରଯାଇଥିଲା । ରାଜନୀତି ବିଜ୍ଞାନର ଅଧ୍ୟାପକ ବର୍ତମାନ YRC ଦାଇତ୍ଵରେ ଥିବା ଅଧ୍ୟାପକ RED RIBON CLUB ସମ୍ବନ୍ଧରେ ବିସ୍ତୃତ ଭାବରେ ବୁଝାଇଥିଲେ । (PREVENTION IS BETTER TAHN CARE )ଏ ହେଉଛି RED RIBON CLUB ମୁଖ୍ୟ ସ୍ଵର ।
ଉପସ୍ଥିତ ଥିବା ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ନିଜର ଅଭିଭାଷଣ ଦେଇଥିଲେ । ଶେଷରେ YRC ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସଭାରେ ଇଂରାଜୀ ବିଭାଗର ଅଧ୍ୟାପକ ମହେଶ୍ଵର ପ୍ରଧାନ ,ସଙ୍କୃତ ଅଧ୍ୟାପକ ,ଅର୍ଥଶାସ୍ତ୍ର ଅଧ୍ୟାପିକା ସମେତ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ ।
0 Comments