ନୂଆଗାଁ ବ୍ଲକ ମଧ୍ୟରେ SEBC ସର୍ଭେ ସର୍ବେକ୍ଷଣର କାଲେ ରାଜ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରଦୀପ କୁମର ନାୟକ । ନୟାଗଡ଼ ଜିଲ୍ଲା ଗସ୍ତ ସମୟରେ ନୂଆଗାଁ ବ୍ଲକ ରେ ଥିବା ଆଇସିଆର ଭାଲିଡ ଧତା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଭାଲିଡ ପ୍ରକ୍ରିୟାକୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ, ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଅନ୍ୟ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ । କିଭଳି ଦୁଇ ଦିନ ସୁଦ୍ଧା ସମ୍ପୂର୍ଣ୍ଣ ବ ଭାଲିଡ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ | ରାଜ୍ୟ ପର୍ଯ୍ୟବେକ୍ଷକ ସହିତ ନୂଆଗାଁ ବିଡିଓ ସଚିଦାନନ୍ଦ ମିଶ୍ର ,weo ,sra ବନମାଳୀ ସ୍ଵାଇଁ ଉପସ୍ଥିତ ରହିଥିଲେ ।
0 Comments