ନୟାଗଡ ଜିଲ୍ଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମହିପୁର ପ୍ରାଙ୍ଗଣରେ ୭୪ତମ ବନମହୋସôବ ପାଳିତ ହୋଇଯାଇଛି । ଏହି ଜନହିତେସୀ କାର୍ଯ୍ୟକ୍ରମରେବୃକ୍ଷ ରୋପଣ କରଯାଇଥିଲା । ସନ୍ନମାନିତ ଅତିଥି ବଭରେ ବିଦ୍ୟାଳୟର ଅଧକ୍ଷ୍ୟ ନିରଞ୍ଜନନ ଦାସ , ଏସିଏଫ ଅମ୍ରିତି କୁମାର ସାହୁ , ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ପରିବେଶବିତ୍, ଛାତ୍ରଛାତ୍ରୀ ଏବଂ ମହିପୁର ସେକ୍ସନର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।
ଜୁଲାଇ 7 ତାରିଖ ପୂର୍ବାହ୍ନରେ ବନମହୋସôବ ପାଇଁ ଏକ ଚିତ୍ରାଙ୍କନ ପ୍ରତିୟୋଗିତା ଅନୁଷ୍ଠିତ ହୋଇଥିଲା । ଅଧକ୍ଷ୍ୟ ଏବଂ ଏସିଏଫ ଦ୍ୱାରା କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁରସ୍କାର ବିତରଣ କରଯାଇଥିଲା .
0 Comments