ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମହିୁର ବନାଚଂଳ ଅଧିନସ୍ଥ ମହିତମା ସେକସନରେ କୋରଡା ଗ୍ରାମ ନିକଟବର୍ତୀ କଖାରୁ ମାଡ ୭୪ ତମ ବନ ମହୋସôବ ଓ ଏକ ଦିବସୀୟ ବୃକ୍ଷ ରୋଣ ର୍କା୍ୟକ୍ରମ ଅନୁଷ୍ଠିତ ହୋଇାଇଛି । ଉକ୍ତ ର୍କା୍ୟକ୍ରମରେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରାଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧୀ ଶଙ୍କର୍ଷଣ ବେହେରା, ୧୭ନଂ ଜିଲ୍ଲାପରିଷଦ ସଦସ୍ୟ ପ୍ରତିମା ଦଳ ବେହେରା , ଏସିଏଫ ଅମ୍ରିତି କୁମାର ସାହୁ , ନୟାଗଡ ଜିଲ୍ଲା ବିଜେଡି ଉପ ସଭାତି ଦିଲ୍ଲି ଦଳ ବେହେରା , ସ୍ଥାନୀୟ ସରପଚଂ , ସମିତି ସଭ୍ୟ , ୂର୍ବତନ ସଂରପଚ ଗୋଲକ ବୁହାରୀ ଗୋଛାୟତ , ଭଗବାନ ପ୍ରଧାନ , ମହିତମା ବନାଳ ରାକେଶ ସାହୁ , ବନରକ୍ଷୀ ଅର୍ଧେନ୍ଧୁ ରିଡା ,ବିନାୟକ ଜେନା , ଶ୍ରୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏନ ଏସ ଏସ ସ୍ୱେଛାସେବୀ ମାନଙ୍କ ଦ୍ୱାରା ଅନୁଷ୍ଠାନ ପରିସରରେ ବୃକ୍ଷ ରୋପଣ କରାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଶୁରେଶ କୁମାର ସାହୁ , ଏନଏସ ଏସ ପିଓ ଜୟକୃଷ ସାହୁ , ଖେଳ ଶିକ୍ଷକ ପ୍ରଦୀ କୁମାର ଖଣ୍ଡୁଆଳ ଓ ଅନୁଷ୍ଠାନର ସମସ୍ତ ଅଣ ଶିକ୍ଷକ କର୍ମଚାରୀ କାର୍ଯ୍ୟକ୍ରମରେ ସହ୍ୋଗ କରିଥିଲେ । । ଏଥିରେ ବେଲ , ବାଉଁଶ , ଡାଳିମ୍ୱ , ନିମ୍ୱ , ଆମ୍ୱ ଆଦି ଦୁଇ ଶହରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଥିଲା ।
0 Comments