ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନସ୍ଥ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ, ବାଲଣ୍ଡା ମଧ୍ୟରେ୭୪ତମ ବନ ମହାତ୍ସବ ଅନୁଷ୍ଠିତ. ଆଜି ମିଳିଥିବା ସୂଚନା ମୁତାବକ ବିଦ୍ୟାଳୟ ପ୍ରାଙ୍ଗଣରେ ଏସିଏ ଫ ଅମ୍ରିତ କୁମାର ସାହୁ,ଫରେଷ୍ଟର ସୂର୍ଯ୍ୟକାନ୍ତ ମହାରଣା, ସମାଜସେବୀ ଶଙ୍କର୍ଷଣ ବେହେରା ସ୍ଥାନିୟ ସରପଞ୍ଚ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହଶିକ୍ଷକ ଓ ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ. ପାରମ୍ପରିକ ରୀତିନୀତି ଅନୁସାରେ ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକ ବନ କର୍ମଚାରୀ ଏକତ୍ରିତ ଭାବରେ ସଶେ ରୁ ଉର୍ଦ୍ଧ ମୂଲ୍ୟବାନ ଫୁଲ, ଫଳ ବୃକ୍ଷ ରୋପଣ କରାଯାଇଥିଲା. ଏହି ସୂଚନା ଫରେଷ୍ଟର ସୂର୍ଯ୍ୟକାନ୍ତ ମହାରଣା ଦେଇ ଅଛନ୍ତି.
0 Comments