ଯାକେଡ଼ା ସ୍କୁଲ ସମୁଖରେ ବାଇକ ଦୃଘଟଣା, ଜଣେ ଗୁରୁତର.

 


ନୟାଗଡ଼ ଜିଲ୍ଲା ନୂଆଗାଁ ଠାରୁ ବାହାଡଝୋଲା ସଂଯୋଗ କରୁଥିବା ମୁଖ୍ୟରାସ୍ତା ଯାକେଡ଼ା ସ୍କୁଲ ସମୁଖରେ ଘଟିଛି ବାଇକ ଦୃଘଟଣା. ସୂଚନା ମୁତାବକ ମହୀତମା ଗ୍ରାମର ବୁଲୁନାୟକ ବାଇକ ନେଇ ଯାଉଥିବା ସମୟରେ ରାସ୍ତାରେ ଥିବା ଟରଣୀକଂ ରେ ଭାରସ୍ୟମ ହରାଇ ଦୃଘଟଣା ଗ୍ରସ୍ତ ହୋଇଥିଲା. ଘଟଣା ସ୍ଥଳରେ ନୂଆଗାଁ ଅଗ୍ନିଶମ ବାହିନୀ ପହଂଚି ନୟାଗଡ଼ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ. ଟଙ୍କାର ଗୋଡ ଭାଙ୍ଗିଯାଇଥିବାର ଅଗ୍ନିଶମ ବାହିନୀ ସୂଚନା ଦେଇଛି.

Post a Comment

0 Comments