ହାତିମୁଣ୍ଡ। ସଂରକ୍ଷିତ ଜଙ୍ଗଲ ମଧ୍ୟ ରେ ବନ ମହୋତ୍ସବ ପାଳିତ ହୋଇଯାଇଅଛି।

 


ନୟାଗଡ଼ ଜିଲ୍ଲା ମହୀପୁର ବଞ୍ଚଳ ଆନ୍ତର୍ଗତହତିମୁଣ୍ଡ। ସଂରକ୍ଷିତ ଜଙ୍ଗଲ ମଧ୍ୟ ରେ ବନ ମହୋତ୍ସବ ପାଳିତ ହୋଇଯାଇଅଛି। ପ୍ରକୃତିର ଅମୂଲ୍ୟ ଭୂଷଣ ହରିତ ବୃକ୍ଷରାଜିର ଉପଯୋଗିତାକୁ ଅସ୍ବୀକାର କରିବା ମାନବ ପକ୍ଷରେ ସହଜ ନୁହେଁ । ଏହି ବୃକ୍ଷ ନିଷ୍ଣୁର ନିଦାଘର ପ୍ରଚଣ୍ଡ ପୀଡ଼ନରୁ ପଶୁ, ପକ୍ଷୀ, ପଥକ ଓ ନିରାଶ୍ରୟ ବ୍ୟକ୍ତିମାନଙ୍କୁ ରକ୍ଷା କରି ସନ୍ତୋଷ ପ୍ରଦାନ କରେ । ଆମର ଦୈନନ୍ଦିନ ପ୍ରୟୋଜନୀୟ ଇନ୍ଧନ, ଗୃହସଜା ଓ ଗୃହ ନିର୍ମାଣର ଉପକରଣ, ପଶୁର ଖାଦ୍ୟ, ନାନା ଜାତିର ସୁମିଷ୍ଟ ଫଳ, ଔଷଧ, ରଙ୍ଗ ଇତ୍ୟାଦି ମିଳିଥାଏ ଅରଣ୍ୟରୁ । ଏହା ବ୍ୟତୀତ କେନ୍ଦୁପତ୍ର, ଲାଖ, ସବାଇଘାସ, ସୁନାରୀଛେଲି, କୋଚିଳାଫଳ, ହରିଡ଼ା, ବାହାଡ଼ା, ମହୁଲ, ବେତ, ଶାଳମଞ୍ଜି ଇତ୍ୟାଦି ମୂଲ୍ୟବାନ ବଣ୍ୟସମ୍ପଦ ରାଷ୍ଟ୍ରର ଏକ ଜାତୀୟ ସମ୍ପଦ।ଏଇ ଟାଙ୍ଗରା ଭୂମି ରୁ କିପରି ଅରଣ୍ୟ କରାଯାଇପାରିବ ତାହା ସବୁବେଳେ ଚେଷ୍ଟିତ।ତେଣୁ ଅଦ୍ୟ ତା 04.07.23 ରିଖ ମହିତମ।

ହତିମୁଣ୍ଡ। ସଂରକ୍ଷିତ ଜଙ୍ଗଲ ମଧ୍ୟ ରେ ବନ ମହୋତ୍ସବ ପାଳିତ ହୋଇଯାଇଅଛି।ପ୍ରତି ବର୍ଷ ଭଳି ଏଇବର୍ଷ  ବନମହୋତ୍ସବ ସପ୍ତାହ ପାଳନ କରାଯାଉଅଛି।ଆଜି 250 ଟି ବୃକ୍ଷ ରୋପଣ କରାଯାଇଅଛି।ଏହି କାର୍ଯ୍ୟକ୍ରମ ରେ ସମିତି ସଭ୍ୟ ଉଦୟପୁର ଗ୍ରାମପଞ୍ଚାୟତ ନ୍ୟାବସରପଞ୍ଚ ଉଦୟପୁର ଗ୍ରାମପଞ୍ଚାୟତ ମହିତମା ଫରେଷ୍ଟର ରାକେଶ କୁମାର ସାହୁ,ବନରକ୍ଷୀ ଶ୍ରୀକାନ୍ତ ନାୟକ,

ସ।ନ୍ୟସିନି ପ୍ରଧାନ ଏବଂ ଗ୍ରାମର ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Post a Comment

0 Comments