ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଉଦୟପୁର ପଞ୍ଚାୟତ ନଇତଇଲା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଜଙ୍ଗଲ ମଧ୍ୟରେ ବାଇକ ଦୃଘଟନ । ଘଟିଥିବା ଦ୍ରୁଘଟଣାରେ ଲଡୁକେଶର ପୁର ଶାସନର ସନ୍ତୋଷ ଆଚାର୍ଯ୍ୟ ଦ୍ରୁଘଟଣା ଗ୍ରସ୍ତ । ସେ ନଇତଇଲାରୁ ନିଜ ଗ୍ରାମକୁ ଆସୁଥିବା ସମୟରେ ଭ୍ରାଶ୍ୟାମ ହରାଇ ରାସ୍ତା କଡରେ ଥିବା ଗଛରେ ବାଇକ ଧକା ଦେଇଥିଲା । ଯାହାଫଳରେ ସେ ଦ୍ରୁଘଟଣା ଘଟିଥିଲା । ନୂଆଗାଁ ଅଗନ୍ନି ସମ ବାହିନୀ ପହଞ୍ଚି ତାଙ୍କୁ ମହିପୁର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଛନ୍ତି । ଏହି ସୂଚନା ନୂଆଗାଁ ଅଗନ୍ନି ସମ ବାହିନୀ ଠାରୁ ମିଳିଅଛି ।
0 Comments