*୪ ଜୁଲାଇ ୨୦୨୩, ସମ୍ବତ-୨୦୮୦, ଶକାବ୍ଦ-୧୯୪୫, ସାଲ-୧୪୩୦, ଗଜପତ୍ୟାଙ୍କ-୬୫, ଦକ୍ଷିଣାୟନ, ବର୍ଷାଋତୁ, ମିଥୁନ ୨୦ଦିନ, ଶ୍ରାବଣ ୧ଦିନ, କୃଷ୍ଣପକ୍ଷ, ମଙ୍ଗଳବାର।ମିଥୁନ ୨୦ଦିନ, ଶ୍ରାବଣ ୧ଦିନ, ମଙ୍ଗଳବାର, କୃଷ୍ଣ ପ୍ରତିପଦ ଦିବା ୧ଘ ୪୦ମି ପର୍ଯ୍ଯନ୍ତ,ପରେ ଦ୍ୱିତୀୟା।ଚାନ୍ଦ୍ରରାଶି - ଧନୁ ଦିବା ୧ଘ ୪୫ମି ପର୍ଯ୍ଯନ୍ତ,ପରେ ମକର।ନକ୍ଷତ୍ର - ପୂର୍ବାଷାଢ଼ା ପ୍ରାତଃ ୮ଘ ୨୭ମି ପର୍ଯ୍ଯନ୍ତ,ପରେ ଉତ୍ତରାଷାଢ଼ା ।ପଶ୍ଚିମେ,ବାୟବେ,ଉତ୍ତରେ ଯାତ୍ରା ନାସ୍ତି ଦିବା ୧ଘ ୪୦ମି ପର୍ଯ୍ଯନ୍ତ,ପରେ ଦକ୍ଷିଣେ,ନୈଋତେ,ପଶ୍ଚିମେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।ଘାତଚନ୍ଦ୍ର - ତୁଳା, କୁମ୍ଭ ରାଶି ବ୍ଯକ୍ତିଙ୍କ ପାଇଁ ଦିବା ୧ଘ ୪୫ମି ପର୍ଯ୍ଯନ୍ତ,ପରେ ସିଂହ ରାଶି ବ୍ଯକ୍ତିଙ୍କ ପାଇଁ।ଘାତବାର - ମକର ରାଶି ବ୍ଯକ୍ତିଙ୍କ ପାଇଁ।ଘାତତିଥି - ନାସ୍ତି ଦିବା ୧ଘ ୪୦ମି ପର୍ଯ୍ଯନ୍ତ,ପରେ ଧନୁ, ମୀନ ରାଶି ବ୍ଯକ୍ତିଙ୍କ ପାଇଁ।ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ଧନୁ, କୁମ୍ଭ, ମୀନ ଦିବା ୧ଘ ୪୫ମି ପର୍ଯ୍ଯନ୍ତ ପରେ ମେଷ, କର୍କଟ, ସିଂହ, ବିଚ୍ଛା, ମକର, ମୀନ।ଶ୍ରାଦ୍ଧକର୍ମ - ଦ୍ୱିତୀୟାର ପାର୍ବଣ, ପ୍ରତିପଦର ଶ୍ରାଦ୍ଧକର୍ମ।ପୁଷ୍କର - ମୃତେ ୧ପାଦ ପ୍ରାତଃ ୮ଘ ୨୭ମି ପର୍ଯ୍ଯନ୍ତ, ୨ପାଦ ଦିବା ୧ଘ ୪୦ମି ପର୍ଯ୍ଯନ୍ତ,ପରେ ୩ପାଦ।ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି - କଖାରୁ ଦିବା ୧ଘ ୪୦ମି ପର୍ଯ୍ଯନ୍ତ,ପରେ ବୋଇତାଳୁ।ପ୍ରଥମ ରଜଦର୍ଶନେ ଶୁଭାଶୁଭ - ୭ମାସ ଗଣ୍ଡଦୋଷ ଫଳ ବୈଧବ୍ଯ ବା ପତି ବିଚ୍ଛେଦ ପ୍ରାତଃ ୮ଘ ୨୭ମି ପର୍ଯ୍ଯନ୍ତ, ପରେ ୭ମାସ ଗଣ୍ଡଦୋଷ ଫଳ ବୈଧବ୍ଯ ବା ପତି ବିଚ୍ଛେଦ।ପର୍ବ - ଦକ୍ଷିଣାୟନ ବନ୍ଦାପନା, ଶରଣ ପଞ୍ଚକ ଦୋଷ ଆରମ୍ଭ। ଭୂମି କର୍ଷଣ ଓ ତୃଣ କାଷ୍ଠାଦି ଛେଦନ ନିଷେଧ।, ଶ୍ରାବଣ ମାସ ଆରମ୍ଭ।luckyhome vastu fengshui SaratBhaina, ଜୟ ଜଗନ୍ନାଥ।*
0 Comments