୭ ଜୁଲାଇ ୨୦୨୩,ମିଥୁନ ୨୩ଦିନ, ଶ୍ରାବଣ ୪ଦିନ, ଶୁକ୍ରବାର, କୃଷ୍ଣ ପଞ୍ଚମୀ ୦ଘ ୨୦ମି ୮/ଜୁଲାଇ ପର୍ଯ୍ଯନ୍ତ,ପରେ ଷଷ୍ଠୀ।ଚାନ୍ଦ୍ରରାଶି - କୁମ୍ଭ।ନକ୍ଷତ୍ର - ଶତଭିଷା ରାତ୍ର ୧୦ଘ ୨୦ମି ପର୍ଯ୍ଯନ୍ତ,ପରେ ପୂର୍ବଭାଦ୍ରପଦ। ଉତ୍ତରେ,ଐଶାନ୍ୟେ,ପୂର୍ବେ ଯାତ୍ରା ନାସ୍ତି ୦ଘ ୨୦ମି ୮/ଜୁଲାଇ ପର୍ଯ୍ଯନ୍ତ,ପରେ ପୂର୍ବେ,ଆଗ୍ନୟେ,ଦକ୍ଷିଣେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।ଘାତବାର - ବିଚ୍ଛା, ଧନୁ, ମୀନ ରାଶି ବ୍ଯକ୍ତିଙ୍କ ପାଇଁ।ଘାତଚନ୍ଦ୍ର - ମିଥୁନ, ମୀନ ରାଶି ବ୍ଯକ୍ତିଙ୍କ ପାଇଁ।ଚନ୍ଦ୍ରଶୁଦ୍ଧି - ମେଷ, ବୃଷ, ସିଂହ, କନ୍ୟା, ଧନୁ, କୁମ୍ଭ ଦିବା ୨ଘ ୪୮ମି ୮/ଜୁଲାଇ ପର୍ଯ୍ଯନ୍ତ।ଶ୍ରାଦ୍ଧକର୍ମ - ପଞ୍ଚମୀର ଶ୍ରାଦ୍ଧକର୍ମ।ପୁଷ୍କର - ମୃତେ ନାସ୍ତି ରାତ୍ର ୧୦ଘ ୨୦ମି ପର୍ଯ୍ଯନ୍ତ,ପରେ ୧ପାଦ।ପ୍ରଥମ ରଜଦର୍ଶନେ ଶୁଭାଶୁଭ - ସର୍ବସୁଖୀ ରାତ୍ର ୧୦ଘ ୨୦ମି ପର୍ଯ୍ଯନ୍ତ, ପରେ ୭ମାସ ଗଣ୍ଡଦୋଷ ଫଳ ବୈଧବ୍ଯ।ଶରଣ ପଞ୍ଚକ - ଶରଣ-ପଞ୍ଚକ ଦୋଷ କ୍ରମଶଃ.. ଭୂମି କର୍ଷଣ ଓ ତୃଣ କାଷ୍ଠାଦି ଛେଦନ ନିଷେଧ।ପର୍ବ - ମନସା ପଞ୍ଚମୀ , luckyhome vastu fengshui SaratBhaina, ଜୟ ଜଗନ୍ନାଥ।
0 Comments