ଆଜିର ରାଶିଫଳ

 ୫ ଜୁଲାଇ ୨୦୨୩,ମିଥୁନ ୨୧ଦିନ, ଶ୍ରାବଣ ୨ଦିନ, ବୁଧବାର, କୃଷ୍ଣ ଦ୍ୱିତୀୟା ଦିବା ୧୦ଘ ୫ମି ପର୍ଯ୍ଯନ୍ତ,ପରେ ତୃତୀୟା।ଚାନ୍ଦ୍ରରାଶି - ମକର।ନକ୍ଷତ୍ର - ଉତ୍ତରାଷାଢ଼ା ପ୍ରାତଃ ୫ଘ ୪୨ମି ପର୍ଯ୍ଯନ୍ତ, ଶ୍ରବଣା ରାତ୍ର ୨ଘ ୫୮ମି ୬/ଜୁଲାଇ ପର୍ଯ୍ଯନ୍ତ,ପରେ ଧନିଷ୍ଠା। ଦକ୍ଷିଣେ,ନୈଋତେ,ପଶ୍ଚିମେ ଯାତ୍ରା ନାସ୍ତି ଦିବା ୧୦ଘ ୫ମି ପର୍ଯ୍ଯନ୍ତ,ପରେ ବାୟବେ,ଉତ୍ତରେ,ଐଶାନ୍ୟେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।।ଘାତଚନ୍ଦ୍ର - ସିଂହ ରାଶି ବ୍ଯକ୍ତିଙ୍କ ପାଇଁ।ଘାତବାର - କର୍କଟ ରାଶି ବ୍ଯକ୍ତିଙ୍କ ପାଇଁ।ଘାତନକ୍ଷତ୍ର - ନାସ୍ତି ପ୍ରାତଃ ୫ଘ ୪୨ମି ପର୍ଯ୍ଯନ୍ତ, କନ୍ୟା ରାତ୍ର ୨ଘ ୫୮ମି ୬/ଜୁଲାଇ ପର୍ଯ୍ଯନ୍ତ।ଘାତତିଥି - ଧନୁ, ମୀନ ରାଶି ବ୍ଯକ୍ତିଙ୍କ ପାଇଁ ଦିବା ୧୦ଘ ୫ମି ପର୍ଯ୍ଯନ୍ତ।ଚନ୍ଦ୍ରଶୁଦ୍ଧି - ମେଷ, କର୍କଟ, ସିଂହ, ବିଚ୍ଛା, ମକର, ମୀନ ଦିବା ୧ଘ ୩୬ମି ୬/ଜୁଲାଇ ପର୍ଯ୍ଯନ୍ତ।ଶ୍ରାଦ୍ଧକର୍ମ - ତୃତୀୟାର ପାର୍ବଣ।ପୁଷ୍କର - ମୃତେ ୨ପାଦ ପ୍ରାତଃ ୫ଘ ୪୨ମି ପର୍ଯ୍ଯନ୍ତ, ୧ପାଦ ଦିବା ୧୦ଘ ୫ମି ପର୍ଯ୍ଯନ୍ତ,ପରେ ନାସ୍ତି।ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି - ବୋଇତାଳୁ ଦିବା ୧୦ଘ ୫ମି ପର୍ଯ୍ଯନ୍ତ,ପରେ ପୋଟଳ ଓ ତୈଳ।ପ୍ରଥମ ରଜଦର୍ଶନେ ଶୁଭାଶୁଭ - ୭ମାସ ଗଣ୍ଡଦୋଷ ଫଳ ବୈଧବ୍ଯ ବା ପତି ବିଚ୍ଛେଦ ପ୍ରାତଃ ୫ଘ ୪୨ମି ପର୍ଯ୍ଯନ୍ତ, ପରେ ୭ମାସ ଗଣ୍ଡଦୋଷ ଫଳ ବୈଧବ୍ଯ ବା ପତି ବିଚ୍ଛେଦ।।luckyhome vastu fengshui SaratBhaina, ଜୟ ଜଗନ୍ନାଥ।

Post a Comment

0 Comments