ହାତିମୁଣ୍ଡା ସରଂକ୍ଷିତ ଜଙ୍ଗଲ ଭୁଇଁରଗଡି ନିକଟରେ ୭୪ତମ ବନମହୋସ୍ଛବ ଅନୁଷ୍ଠିତ



ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନସ୍ଥ ହାତିମୁଣ୍ଡା ସରଂକ୍ଷିତ ଜଙ୍ଗଲ ଭୁଇଁରଗଡି  ନିକଟରେ  ଏକ ଦିବସୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ୭୪ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ଅଦ୍ୟ ତା ୦୨/୦୭/୨୩ରିଖ ହତିମୁଣ୍ଡା ସରଂକ୍ଷିତ ଜଙ୍ଗ ଭୁଇଁରଗଡି ନିକଟ ରେ ଏକ ଦିବସୀୟ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରତି ବର୍ଷ ଭଳି ଏଇ ବର୍ଷ  ମଧ୍ୟ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଅଛି।୪୦୦ ଅଧିକ ବୃକ୍ଷ ରୋପଣ କରାଯାଇଅଛି।ଏହି କାର୍ଯ୍ୟକ୍ରମ ରେ ମାଈଛେଳି ସରପଞ୍ଚ ,ସମିତିସଭ୍ୟା ଓ ଜଙ୍ଗଲକମିଟିର ସଭ୍ୟ ଯୋଗଦେଇଥିଲେ ଏଥିରେ ACF  ଅମ୍ରିତି କୁମାର ସାହୁ,ଫରେଷ୍ଟର ସୁଯ୍ୟକାନ୍ତ ମହାରଣା,ଓ ଫରେଷ୍ଟ ଗାର୍ଡ ସ୍ମିଧାରାଣି ସ୍ବାଇଁ ଙ୍କ ସହିତ ମାଇଛେଳି ସରପଞ୍ଚ ସ୍ବାଗତିକା ପ୍ରିୟଦର୍ଶିନୀ ପ୍ରଧାନ ଓ ସମିତି ସଭ୍ୟା ଙ୍କ ପ୍ରତିନିଧି ରଘୁନାଥ ପ୍ରଧାନ ଅଂଚଳର ଶମାଜ ସେବି ଦାଶରଥି ପ୍ରଧାନ, ଭୂଇଁରଗଡି ଗ୍ରାମର SAG ଗୂପ୍ ଙ୍କ ଶହିତ ବହୁ ବୁଧିଜିବି ଉପସ୍ଥିତ ରହିଥିଲେ ।

 

Post a Comment

0 Comments