ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ବାହାଡଝୋଲା ନିକଟରେ ଫୁଲେଶ୍ୱର ଯୁବକ ସଙ୍ଘ ଦ୍ଵାରା ସଡକ ସୁରକ୍ଷା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ମାନ୍ୟବର ବିଧାୟକ ଦଶପଲ୍ଲା ତଥା ବିଜେଡି ଜିଲ୍ଲା ସଭାପତି ନୟାଗଡ଼ ରମେଶ ଚନ୍ଦ୍ର ବେହେରା ମହୋଦୟ ଯୋଗଦେଇଥିଲେ । ଫୁଲେଶ୍ୱର ଯୁବକ ସଙ୍ଘ ଦ୍ଵାରା ଆୟୋଜିତ ସଡକ ସୁକରକ୍ଷା ସଭାରେ ମାନ୍ୟବର ବିଧାୟକ ସମସ୍ତ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମାଜ ସେବି ସଂକର୍ଷଣ ବେହେରା ଯୋଗଦାନ ଦେବା ସହିତ ସ୍ଥାନୀୟ ବୁଦ୍ଧିଜୀବୀ ଓ ଯୁବକ ଯୋଗଦେଇଥିଲେ ।
0 Comments