ଶରତ ମହାପାତ୍ର( ପୁରୀ )୧୬ ଜୁନ ୨୦୨୩,ମିଥୁନ ୨ଦିନ, ଆଷାଢ଼ ୧୨ଦିନ, ଶୁକ୍ରବାର, କୃଷ୍ଣ ତ୍ରୟୋଦଶୀ ପ୍ରାତଃ ୮ଘ ୪୩ମି ପର୍ଯ୍ଯନ୍ତ,ପରେ ଚତୁ୍ର୍ଦ୍ଦଶୀ, ଚାନ୍ଦ୍ରରାଶି - ବୃଷ।ନକ୍ଷତ୍ର - କୃତ୍ତିକା ଦିବା ୩ଘ ୧୦ମି ପର୍ଯ୍ଯନ୍ତ,ପରେ ରୋହିଣୀ।ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି - ବାଇଗଣ ପ୍ରାତଃ ୮ଘ ୪୩ମି ପର୍ଯ୍ଯନ୍ତ,ପରେ ବିରି ଓ ତୈଳ। ଉତ୍ତରେ,ଐଶାନ୍ୟେ,ପୂର୍ବେ ଯାତ୍ରା ନାସ୍ତି ପ୍ରାତଃ ୮ଘ ୪୩ମି ପର୍ଯ୍ଯନ୍ତ,ପରେ ପୂର୍ବେ,ଆଗ୍ନୟେ,ଦକ୍ଷିଣେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।ପ୍ରଥମ ରଜଦର୍ଶନେ ଶୁଭାଶୁଭ - ସମ୍ବତ୍ସର ଗଣ୍ଡଦୋଷ, ଫଳ ବୈଧବ୍ଯ ଦିବା ୩ଘ ୧୦ମି ପର୍ଯ୍ଯନ୍ତ, ପରେ ସର୍ବ ଶ୍ରୀ ସମ୍ପନ୍ନା।ପର୍ବ - ଶେଷ ରଜ,ଭୂ ଦାହ
ଘାତବାର - ବିଚ୍ଛା, ଧନୁ, ମୀନ ରାଶି ବ୍ଯକ୍ତିଙ୍କ ପାଇଁ।ଘାତଚନ୍ଦ୍ର - ବିଚ୍ଛା ରାଶି ବ୍ଯକ୍ତିଙ୍କ ପାଇଁ।ଘାତତିଥି - ନାସ୍ତି।ଘାତନକ୍ଷତ୍ର - ନାସ୍ତି ଦିବା ୩ଘ ୧୦ମି ପର୍ଯ୍ଯନ୍ତ,ପରେ ମକର ରାଶି ବ୍ଯକ୍ତିଙ୍କ ପାଇଁ।ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଚ୍ଛା, ଧନୁ, ମୀନ ପ୍ରାତଃ ୪ଘ ୫୩ମି ୧୮/ଜୁନ ପର୍ଯ୍ଯନ୍ତ।
0 Comments