ଦଧିବାମନଜୀଉ ହାଇୟସେକେଣ୍ଡାରୀ ସ୍କୁଲ ଫଳାଫଳ ଫଳାଫଳ ଅନୁସାରେ 148 ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ରୁ ୧ ଶ୍ରେଣୀରେ ୨୩ ,୨ୟ ଶ୍ରେଣୀରେ୧୬ ,୩ୟ ଶ୍ରେଣୀରେ ୫୮ ,ଫେଲ 59 ହୋଇଥିବାର ସୂଚନା ମିଳିଅଛି ।ସମୁଦାୟ ୯୭ ଛାତ୍ର ଛାତ୍ରୀ ପରୀକ୍ଷାରେ ଉତିର୍ଣ୍ଣ ହୋଇ ଅଛନ୍ତି ।
ପ୍ରଥମ ସ୍ଥାନ ଅଧିକାର କରିଛନ୍ତି
ପିଙ୍କି ସାହୁ (୪୭୦)
0 Comments