ନୂଆଗାଁ ହାଇୟସେକେଣ୍ଡାରୀ ସ୍କୁଲ ଫଳାଫଳ ଅନୁସାରେ ୨୦୮ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ରୁ ୧ ଶ୍ରେଣୀରେ ୩୫ ,୨ୟ ଶ୍ରେଣୀରେ୧୫ ,୩ୟ ଶ୍ରେଣୀରେ ୧୦୪ ,ଫେଲ ୫୪ ହୋଇଥିବାର ସୂଚନା ମିଳିଅଛି । ପ୍ରଥମ ସ୍ଥାନ ରେ ଅଛନ୍ତି
ଦିପ୍ତିରାଣୀ ଡାକୁଆ ୫୦୧ ,
ଦିତୀୟ -କୁମୁଦିନୀ ଜେନା ୪୯୯ ,
ତୃତୀୟ -ଅଦ୍ୟସା ପ୍ରିୟଦର୍ଶିନୀ ୪୮୮ ।
0 Comments