ଆଜିର ରାଶିଫଳ


ଶରତ ମହାପାତ୍ର (ପୁରୀ ) ୧୯ ଜୁନ ୨୦୨୩, ମିଥୁନ ୫ଦିନ, ଆଷାଢ଼ ୧୫ଦିନ, ସୋମବାର, ଶୁକ୍ଳ  ପ୍ରତିପଦ ଦିବା ୧୧ଘ ୨୯ମି ପର୍ଯ୍ଯନ୍ତ,ପରେ ଦ୍ୱିତୀୟା।ଚାନ୍ଦ୍ରରାଶି - ମିଥୁନ।ନକ୍ଷତ୍ର -  ଆର୍ଦ୍ରା ରାତ୍ର ୮ଘ ୧୩ମି ପର୍ଯ୍ଯନ୍ତ,ପରେ ପୁନର୍ବସୁ।ଯୋଗ -  ବୃଦ୍ଧି ରାତ୍ର ୧ଘ ୧୬ମି ୨୦/ଜୁନ ପର୍ଯ୍ଯନ୍ତ,ପରେ ଧ୍ରୁବ।କରଣ -  ବବ ଦିବା ୧୧ଘ ୨୯ମି ପର୍ଯ୍ଯନ୍ତ, ବାଳବ  ୦ଘ ୧୬ମି ୨୦/ଜୁନ ପର୍ଯ୍ଯନ୍ତ,ପରେ କୌଳବ। ପଶ୍ଚିମେ,ବାୟବେ,ଉତ୍ତରେ ଯାତ୍ରା ନାସ୍ତି ଦିବା ୧୧ଘ ୨୯ମି ପର୍ଯ୍ଯନ୍ତ,ପରେ ଦକ୍ଷିଣେ,ନୈଋତେ,ପଶ୍ଚିମେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।ଘାତବାର - ମିଥୁନ ରାଶି ବ୍ଯକ୍ତିଙ୍କ ପାଇଁ।ଘାତଚନ୍ଦ୍ର - କନ୍ୟା ରାଶି ବ୍ଯକ୍ତିଙ୍କ ପାଇଁ।ଘାତତିଥି -  ନାସ୍ତି ଦିବା ୧୧ଘ ୨୯ମି ପର୍ଯ୍ଯନ୍ତ,ପରେ ଧନୁ, ମୀନ ରାଶି ବ୍ଯକ୍ତିଙ୍କ ପାଇଁ।ଘାତନକ୍ଷତ୍ର -  କୁମ୍ଭ ରାଶି ବ୍ଯକ୍ତିଙ୍କ ପାଇଁ ରାତ୍ର ୮ଘ ୧୩ମି ପର୍ଯ୍ଯନ୍ତ।ତାରାଶୁଦ୍ଧି - ଅଶ୍ଵିନୀ, କୃତ୍ତିକା, ମୃଗଶୀରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରାଫାଲ୍ଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରାଷାଢ଼ା, ଧନିଷ୍ଠା, ପୂର୍ବଭାଦ୍ରପଦ, ଉତ୍ତରାଭାଦ୍ରପଦ ରାତ୍ର ୮ଘ ୧୩ମି ପର୍ଯ୍ଯନ୍ତ ପରେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଅଶ୍ଳେଷା, ପୂର୍ବାଫାଲ୍ଗୁନି, ହସ୍ତା, ସ୍ୱାତୀ, ଅନୁରାଧା, ଜ୍ୟେଷ୍ଠା, ପୂର୍ବାଷାଢ଼ା, ଶ୍ରବଣା, ଶତଭିଷା, ଉତ୍ତରାଭାଦ୍ରପଦ, ରେବତୀ।ଚନ୍ଦ୍ରଶୁଦ୍ଧି - ମେଷ, ମିଥୁନ, ସିଂହ, କନ୍ୟା, ଧନୁ, ମକର ଦିବା ୩ଘ ୫୨ମି ୨୦/ଜୁନ ପର୍ଯ୍ଯନ୍ତ।ଶ୍ରାଦ୍ଧକର୍ମ - ପ୍ରତିପଦର ଏକୋଦ୍ଦିଷ୍ଠ, ଦ୍ୱିତୀୟାର ପାର୍ବଣ।ପୁଷ୍କର - ମୃତେ ନାସ୍ତି ଦିବା ୧୧ଘ ୨୯ମି ପର୍ଯ୍ଯନ୍ତ, ୧ପାଦ ରାତ୍ର ୮ଘ ୧୩ମି ପର୍ଯ୍ଯନ୍ତ,ପରେ ୨ପାଦ।ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି -  କଖାରୁ ଦିବା ୧୧ଘ ୨୯ମି ପର୍ଯ୍ଯନ୍ତ,ପରେ ବୋଇତାଳୁ।ପ୍ରଥମ ରଜଦର୍ଶନେ ଶୁଭାଶୁଭ - ୫ମାସ ଗଣ୍ଡଦୋଷ ଫଳ ବୈଧବ୍ଯ ରାତ୍ର ୮ଘ ୧୩ମି ପର୍ଯ୍ଯନ୍ତ, ପରେ ନିଃସନ୍ତାନ।ପର୍ବ - ୨ୟାର ଚନ୍ଦ୍ର ଦର୍ଶନ ଅଭିଜିତମୂହୁର୍ତ୍ତ - ଦିବା ୧୧ଘ ୨୨ମି ରୁ ଦିବା ୧୨ଘ ୧୪ମି।

Post a Comment

0 Comments