
ଶରତ ମହାପାତ୍ର( ପୁରୀ )୮ ଜୁନ ୨୦୨୩, ସମ୍ବତ-୨୦୮୦, ଶକାବ୍ଦ-୧୯୪୫, ସାଲ-୧୪୩୦, ଗଜପତ୍ୟାଙ୍କ-୬୫, ଉତ୍ତରାୟଣ, ଗ୍ରୀଷ୍ମଋତୁ, ବୃଷ ୨୫ଦିନ, ଆଷାଢ଼ ୪ଦିନ, କୃଷ୍ଣପକ୍ଷ, ଗୁରୁବାର,କୃଷ୍ଣ ପଞ୍ଚମୀ ରାତ୍ର ୭ଘ ୨ମି ପର୍ଯ୍ଯନ୍ତ,ପରେ ଷଷ୍ଠୀ।ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି - ବେଲ ଓ ପଣସ ରାତ୍ର ୭ଘ ୨ମି ପର୍ଯ୍ଯନ୍ତ,ପରେ ନିମ୍ବ ଓ ତୈଳ।ପ୍ରଥମ ରଜଦର୍ଶନେ ଶୁଭାଶୁଭ - ୭ମାସ ଗଣ୍ଡଦୋଷ ଫଳ ବୈଧବ୍ଯ ବା ପତି ବିଚ୍ଛେଦ ରାତ୍ର ୭ଘ ୩ମି ପର୍ଯ୍ଯନ୍ତ, ପରେ ସର୍ବସୁଖୀ।ଶରଣ ପଞ୍ଚକ - ଶରଣ-ପଞ୍ଚକ ଦୋଷ କ୍ରମଶଃ.. ଭୂମି କର୍ଷଣ ଓ ତୃଣ କାଷ୍ଠାଦି ଛେଦନ ନିଷେଧ।ଶ୍ରାଦ୍ଧକର୍ମ - ପଞ୍ଚମୀର ଶ୍ରାଦ୍ଧକର୍ମ।ପୁଷ୍କର - ମୃତେନାସ୍ତି।ଚାନ୍ଦ୍ରରାଶି - ମକର,ନକ୍ଷତ୍ର - ଶ୍ରବଣା ରାତ୍ର ୭ଘ ୩ମି ପର୍ଯ୍ଯନ୍ତ,ପରେ ଧନିଷ୍ଠା, ଉତ୍ତରେ,ଐଶାନ୍ୟେ,ପୂର୍ବେ ଯାତ୍ରା ନାସ୍ତି ରାତ୍ର ୭ଘ ୨ମି ପର୍ଯ୍ଯନ୍ତ,ପରେ ପୂର୍ବେ,ଆଗ୍ନୟେ,ଦକ୍ଷିଣେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।,ଯୋଗିନୀ - ଦକ୍ଷିଣେ ରାତ୍ର ୭ଘ ୨ମି ପର୍ଯ୍ଯନ୍ତ,ପରେ ପଶ୍ଚିମେ।ଘାତଚନ୍ଦ୍ର - ସିଂହ ରାଶି ବ୍ଯକ୍ତିଙ୍କ ପାଇଁ,ଘାତବାର - ତୁଳା, କୁମ୍ଭ ରାଶି ବ୍ଯକ୍ତିଙ୍କ ପାଇଁ,ଘାତନକ୍ଷତ୍ର - କନ୍ୟା ରାଶି ବ୍ଯକ୍ତିଙ୍କ ପାଇଁ ରାତ୍ର ୭ଘ ୩ମି ପର୍ଯ୍ଯନ୍ତ,ଘାତତିଥି - ନାସ୍ତି ରାତ୍ର ୭ଘ ୨ମି ପର୍ଯ୍ଯନ୍ତ,ପରେ ମେଷ,କର୍କଟ ରାଶି ବ୍ଯକ୍ତିଙ୍କ ପାଇଁ।ଚନ୍ଦ୍ରଶୁଦ୍ଧି - ମେଷ, କର୍କଟ, ସିଂହ, ବିଚ୍ଛା, ମକର, ମୀନ ପ୍ରାତଃ ୬ଘ ୨ମି ୯/ଜୁନ ପର୍ଯ୍ଯନ୍ତ।
0 Comments