ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ସୋରଡା ନିକଟର ବାଇକ୍ ଦୃଘଟଣାରେ ଜଣେ ମୃତ। ସୁଚନା ଥାଉକି ଆଜି ଅପରାହ୍ନ ୪ ଘଟିକା ସମୟରେ ସାଧୁଆପଲ୍ଲୀ ଗ୍ରାମର ଟୁଲୁ ଓ ଅଭି ପ୍ରଧାନ ବାଇକ ରେ ଦଶପଲ୍ଲାରୁ ନୟାଗଡ଼ ଯାଉଥିବା ସମୟରେ ସୋରଡା ନିକଟରେ ବାଇକ ଚାଳକ ଭାରସାମ୍ୟ ହରାଇ ଏକ ପୋଲ ରେ ପିଟି ଦେଇଥିଲା। ବାଇକ ପଛରେ ବସିଥିବା ଅଭି ପ୍ରଧାନ ତଳେ ଖସିପଡ଼ିଥିଲେ। ଘଟଣା ସ୍ଥଳରେ ମୃତୁ ହୋଇଥଲା।ଖବର ପାଇ ନୂଆଗାଁ ପୋଲିସ ଘଟଣାରସ୍ଥଳରେ ପହଞ୍ଚି 81/23ଏକ ମାମଲା ରୁଜୁ କରିବା ସହ ଅଭି ପ୍ରଧାନ ଙ୍କ ମୃତ ଶରୀରକୁ ସବବ୍ୟବଚେଦ ପାଈଁ ଦଶପଲ୍ଲା ମୂଖ୍ୟ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠେଇ ଥିବl ଜଣାପଡିଛି ।
0 Comments