ନୂଆଗାଁ ପଞ୍ଚାୟତ ସମିତି ଅଧିନରେ ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକଅନୁଷ୍ଠିତ ହୋଇଯାଇଛି. ଆଜିର ଏହି ବୈଠକରେ ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ.ନୂଆଗାଁ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତ ରହିଥିଲେ.
ଉକ୍ତ ବୈଠକରେ ମୋ ଘର ଓ ଆବାସ ଯୋଜନାର କୁ କିଭଳି ସଫଳ ରୂପାୟନ କରାଯିବ ସେ ବିଷୟ ନେଇ ଆଲୋଚନା ହୋଇଥିଲା.ଏହି କାର୍ଯ୍ୟ କ୍ରମରେ ମାନ୍ୟବର ବିଧ୍ୟାଙ୍କ ସହିତ ନୂଆଗାଁ ପଂଚାୟତସମିତି ଅଧକ୍ଷା ଲଷ୍ମୀପ୍ରିୟା ବେହେରା,ବିଡ଼ିଓ ସଚ୍ଚିଦାନନ୍ଦ ମିଶ୍ର ଜୋଗଦେଇଥିଲେ.
0 Comments