ମହିପୁର ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁଙ୍କ ପଦନ୍ଵତୀ.

 


ନୟାଗଡ଼ ଜିଲ୍ଲା ମହୀପୁର ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁଙ୍କ ଆଜି ପଦନ୍ଵତୀ ହୋଇଛି. ସୂଚନା ମୁତାବକ ଆଜି ପତ୍ର ନଂ 12668ରେ ସୂଚନା ଅଛିଯେ ମହୀପୁର ବନଖଣ୍ଡ ଅଧିକାରୀଙ୍କୁ ପଦନ୍ଵତୀ ଦିଆଯାଇ ଅଛି. ସେ ବର୍ତ୍ତମାନ ଏସିଏଫ ଭାବରେ ମହୀପୁର ରେଞ୍ଜ ନୟାଗଡ଼ ଡିଭିଜନରେ କାର୍ଯ୍ୟା କରିବେ.

Post a Comment

0 Comments