ଆଜିର ପଞ୍ଜିକା ଓ ତିଥି ନକ୍ଷତ୍ର ବିଷୟ ରେ ଜାଣିବା

 


ଶରତ ମହାପାତ୍ର( ପୁରୀ ) ୧୩ ଜୁନ ୨୦୨୩, ସମ୍ବତ-୨୦୮୦, ଶକାବ୍ଦ-୧୯୪୫, ସାଲ-୧୪୩୦, ଗଜପତ୍ୟାଙ୍କ-୬୫, ଉତ୍ତରାୟଣ, ଗ୍ରୀଷ୍ମଋତୁ, ବୃଷ ୩୦ଦିନ, ଆଷାଢ଼ ୯ଦିନ, କୃଷ୍ଣପକ୍ଷ, ମଙ୍ଗଳବାର,କୃଷ୍ଣ  ଦଶମୀ ଦିବା ୯ଘ ୩୦ମି ପର୍ଯ୍ଯନ୍ତ,ପରେ ଏକାଦଶୀ।ନକ୍ଷତ୍ର -  ରେବତୀ ଦିବା ୧ଘ ୩୬ମି ପର୍ଯ୍ଯନ୍ତ,ପରେ ଅଶ୍ଵିନୀ।ଚାନ୍ଦ୍ରରାଶି -  ମୀନ ଦିବା ୧ଘ ୩୬ମି ପର୍ଯ୍ଯନ୍ତ,ପରେ ମେଷ।ଯୋଗିନୀ -  ଉତ୍ତରେ ଦିବା ୯ଘ ୩୦ମି ପର୍ଯ୍ଯନ୍ତ,ପରେ ଆଗ୍ନୟେ। ଦକ୍ଷିଣେ,ନୈଋତେ,ପଶ୍ଚିମେ ଯାତ୍ରା ନାସ୍ତି ଦିବା ୯ଘ ୩୦ମି ପର୍ଯ୍ଯନ୍ତ,ପରେ ବାୟବେ,ଉତ୍ତରେ,ଐଶାନ୍ୟେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।ଘାତଚନ୍ଦ୍ର -  ଧନୁ ରାଶି ବ୍ଯକ୍ତିଙ୍କ ପାଇଁ ଦିବା ୧ଘ ୩୬ମି ପର୍ଯ୍ଯନ୍ତ,ପରେ ମେଷ ରାଶି ବ୍ଯକ୍ତିଙ୍କ ପାଇଁ।ଘାତବାର - ମକର ରାଶି ବ୍ଯକ୍ତିଙ୍କ ପାଇଁ।ଘାତନକ୍ଷତ୍ର -  ବିଚ୍ଛା ରାଶି ବ୍ଯକ୍ତିଙ୍କ ପାଇଁ ଦିବା ୧ଘ ୩୬ମି ପର୍ଯ୍ଯନ୍ତ।ଘାତତିଥି -  ବିଚ୍ଛା ରାଶି ବ୍ଯକ୍ତିଙ୍କ ପାଇଁ ଦିବା ୯ଘ ୩୦ମି ପର୍ଯ୍ଯନ୍ତ।ଚନ୍ଦ୍ରଶୁଦ୍ଧି - ବୃଷ, ମିଥୁନ, କନ୍ୟା, ତୁଳା, ମକର, ମୀନ ଦିବା ୧ଘ ୩୬ମି ପର୍ଯ୍ଯନ୍ତ ପରେ ମେଷ, ମିଥୁନ, କର୍କଟ, ତୁଳା, ବିଚ୍ଛା, କୁମ୍ଭ।ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି -  କଳମ ଶାଗ ଦିବା ୯ଘ ୩୦ମି ପର୍ଯ୍ଯନ୍ତ,ପରେ ଶିମ୍ବ, ଆମିଷାଦି ଖାଦ୍ୟ।ଶ୍ରାଦ୍ଧକର୍ମ - ଦଶମୀର ଏକୋଦ୍ଦିଷ୍ଠ, ଏକାଦଶୀର ଶ୍ରାଦ୍ଧକର୍ମ।ପୁଷ୍କର - ମୃତେ୧ପାଦ।ପ୍ରଥମ ରଜଦର୍ଶନେ ଶୁଭାଶୁଭ - କାମାତୁରା, ବେଶ୍ଯାଭାବ ଦିବା ୧ଘ ୩୬ମି ପର୍ଯ୍ଯନ୍ତ, ପରେ କାମାତୁରା, ବେଶ୍ଯାଭାବ।ମେଷ Lucky Number 2ଶୁଭ ରଙ୍ଗ:- ରୂପେଲି ଏବଂ ଧଳା  ।ବୃଷ Lucky Number1ଶୁଭ ରଙ୍ଗ:-କମଳା ଏବଂ ସୁନେଲି,/  ମିଥୁନ Lucky Number 8ଶୁଭ ରଙ୍ଗ:- କଳା ଏବଂ ନୀଳ। କର୍କଟ Lucky Number 3ଶୁଭ ରଙ୍ଗ:-କେଶରୀ ଏବଂ ହଳଦିଆ, । ସିଂହ Lucky Number 1ଶୁଭ ରଙ୍ଗ:-କମଳା ଏବଂ ସୁନେଲି , / । କନ୍ୟା Lucky Number2ଶୁଭ ରଙ୍ଗ:-ଲାଲ ଏବଂ ଖଇରିଆ, । ତୁଳା Lucky Number 4 ଶୁଭ ରଙ୍ଗ -::- ରୁପେଲି, ଓଧଳା। ବିଛା Lucky Number 1ଶୁଭ ରଙ୍ଗ:- ବାଦାମିଓଧୂସର। ଧନୁ Lucky Number1 ଶୁଭ ରଙ୍ଗ:- କମଳା ଓସୁନେଲୀ। ମକର Lucky Number1ଶୁଭ ରଙ୍ଗ:- କମଳାଓସୁନେଲୀ।କୁମ୍ଭ Lucky Number8 ଶୁଭ ରଙ୍ଗ:- କଳା ଓ ନୀଳ। ମୀନ Lucky Number 5ଶୁଭ ରଙ୍ଗ :-ସବୁଜ, ଫିରୋଜାରଙ୍ଗ, sagara। ଜଗନ୍ନାଥ ଙ୍କୁ ସ୍ମରଣ କରନ୍ତୁ ଦିନ ଭଲ ରେ କଟିବ ।ପୁରୀ ରୁ saratmohapatra ଙ୍କ ରିପୋର୍ଟ୍.

Post a Comment

0 Comments