ଫୁଲବାଣୀ ଜିଲ୍ଲା ର ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗଞୂଗୁଡା ପଞ୍ଚାୟତ ରେ ଜିଲ୍ଲା ଜଜ୍ ଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ତରଫରୁ ବିଶୂ ଶିଶୁ ଶ୍ରମିକ ଦିବସ ପାଳନ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ଅନୁଶିଳା ରୟ ଏବଂ ଜିଲ୍ଲା ଆଇନ ସହାୟତା ପ୍ରତିରକ୍ଷା ପରାମର୍ଶ ଦାତା ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ ଓ ଅନ୍ୟ ତମ ଅତିଥି ସୀମା ଅଗ୍ରୱାଲା ଶ୍ରମ ବିଭାଗ ର ଆସିଷ୍ଟାଣ୍ଟ ଅଫିସର ଗଞୂଗୁଡା ପଞ୍ଚାୟତ ସରପଞ୍ଚ ପଂଚାୟତ ପି ଓ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଥିଲେ
ଵକ୍ତା ମାନେ ଶିଶୁ ଶ୍ରମିକ ନିରୋଧ ଉପରେ ଆଲୋକପାତ କରିଥିଲେ। ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ ଲୋକମାନଙ୍କୁ ଅନ୍ୟାନ୍ୟ ଦିଗ ଉପରେ ଆଲୋକପାତ କରିଥିଲେଏବଂ ଶ୍ରମ ବିଭାଗ ର ଅଧିକାରୀ ଲୋକ ମାନଙ୍କୁ ଲେବର କାର୍ଡ ଓ ତତ୍ ସଂଲଗ୍ନ ସମସ୍ତ ବିଷୟ ଗୁଡ଼ିକୁ ଲୋକଙ୍କୁ ପାଞଳ ଭାବେ ବୁଝାଇ ଥିଲେଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବିଷୟରେ ମଧ୍ୟ ଲୋକମାନଙ୍କୁ ସମ୍ୟକ ସୂଚନା ପ୍ରଦାନ କରାଯାଇଥିଲା
ପଂଚାୟତର ବହୁ ସଂଖ୍ୟା ରେ ଲୋକ ମାନେ ଅଂଶ ଗ୍ରହଣ କରିଥିଲେ
0 Comments