ଶରତ ମହାପାତ୍ର (ପୁରୀ )୨୨ ଜୁନ ୨୦୨୩, ସମ୍ବତ-୨୦୮୦, ଶକାବ୍ଦ-୧୯୪୫, ସାଲ-୧୪୩୦, ଗଜପତ୍ୟାଙ୍କ-୬୫, ଦକ୍ଷିଣାୟନ, ବର୍ଷାଋତୁ, ମିଥୁନ ୮ଦିନ, ଆଷାଢ଼ ୧୮ଦିନ, ଶୁକ୍ଳପକ୍ଷ, ଗୁରୁବାର,ଶୁକ୍ଳ ଚତୁର୍ଥୀ ସନ୍ଧ୍ଯା ୫ଘ ୩୦ମି ପର୍ଯ୍ଯନ୍ତ,ପରେ ପଞ୍ଚମୀ।ଯୋଗିନୀ - ନୈଋତେ ସନ୍ଧ୍ଯା ୫ଘ ୩୦ମି ପର୍ଯ୍ଯନ୍ତ,ପରେ ଦକ୍ଷିଣେ, ଐଶାନ୍ୟେ,ପୂର୍ବେ,ଆଗ୍ନୟେ ଯାତ୍ରା ନାସ୍ତି ସନ୍ଧ୍ଯା ୫ଘ ୩୦ମି ପର୍ଯ୍ଯନ୍ତ,ପରେ ଉତ୍ତରେ,ଐଶାନ୍ୟେ,ପୂର୍ବେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।ଚାନ୍ଦ୍ରରାଶି - କର୍କଟ ପ୍ରାତଃ ୪ଘ ୨୧ମି ୨୩/ଜୁନ ପର୍ଯ୍ଯନ୍ତ,ପରେ ସିଂହ।ନକ୍ଷତ୍ର - ଅଶ୍ଳେଷା ପ୍ରାତଃ ୪ଘ ୨୧ମି ୨୩/ଜୁନ ପର୍ଯ୍ଯନ୍ତ,ପରେ ମଘା।ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ପ୍ରାତଃ ୪ଘ ୨୧ମି ୨୩/ଜୁନ ପର୍ଯ୍ଯନ୍ତ ପରେ ମିଥୁନ, ସିଂହ, ତୁଳା, ବିଚ୍ଛା, କୁମ୍ଭ, ମୀନ।ଶ୍ରାଦ୍ଧକର୍ମ - ଚତୁର୍ଥୀର ଶ୍ରାଦ୍ଧକର୍ମ।ପୁଷ୍କର - ମୃତେନାସ୍ତି।ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି - ମୂଳା ସନ୍ଧ୍ଯା ୫ଘ ୩୦ମି ପର୍ଯ୍ଯନ୍ତ,ପରେ ବେଲ ଓ ପଣସ।ପ୍ରଥମ ରଜଦର୍ଶନେ ଶୁଭାଶୁଭ - ସମ୍ବତ୍ସର ଗଣ୍ଡଦୋଷ, ଫଳ ବନ୍ଧ୍ଯା ବା ବୈଧବ୍ଯ ପ୍ରାତଃ ୪ଘ ୨୧ମି ୨୩/ଜୁନ ପର୍ଯ୍ଯନ୍ତ, ପରେ ୫ମାସ ଗଣ୍ଡଦୋଷ ଫଳ ବୈଧବ୍ଯ।ପର୍ବ - ମଘା ପଞ୍ଚମୀ ସ୍ନାନ ।ଘାତବାର - ତୁଳା, କୁମ୍ଭ ରାଶି ବ୍ଯକ୍ତିଙ୍କ ପାଇଁ।ଘାତଚନ୍ଦ୍ର - ନାସ୍ତି ପ୍ରାତଃ ୪ଘ ୨୧ମି ୨୩/ଜୁନ ପର୍ଯ୍ଯନ୍ତ,ପରେ କର୍କଟ, ମକର ରାଶି ବ୍ଯକ୍ତିଙ୍କ ପାଇଁ।ଘାତନକ୍ଷତ୍ର - ମୀନ ରାଶି ବ୍ଯକ୍ତିଙ୍କ ପାଇଁ ପ୍ରାତଃ ୪ଘ ୨୧ମି ୨୩/ଜୁନ ପର୍ଯ୍ଯନ୍ତ,ପରେ ମେଷ ରାଶି ବ୍ଯକ୍ତିଙ୍କ ପାଇଁ।ଘାତତିଥି - ବୃଷ, କୁମ୍ଭ ରାଶି ବ୍ଯକ୍ତିଙ୍କ ପାଇଁ ସନ୍ଧ୍ଯା ୫ଘ ୩୦ମି ପର୍ଯ୍ଯନ୍ତ। ଜୟ ଜଗନ୍ନାଥ।
0 Comments