ଧର୍ମ କର୍ମ ଏଠି ବେକାର ପଡୁଛି
ଅସତ୍ୟ କଲା ରାଜୁତି,
ମଣିଷକୁ ଆଉ ମଣିଷ ଚିହ୍ନୁନି
ଶତ୍ରୁ ରୂପେ ଆଚରନ୍ତି ।
📝ସତ ମିଛର ମାପକାଠିରେ ଦୁନିଆଁ ଏବେ କ୍ଲାନ୍ତ,ମିଛକୁ ନେଇ ଦୁନିଆଁ ଚାଲୁଛି.... ସତ ଏବେ ଶାନ୍ତ ।
📝ବିଚାର, କଳ୍ପନା ଆଉ ସ୍ମୃତି ଏହି ତିନୋଟି ହିଁ ଆପଣଙ୍କ ଭିତର ଆଉ ବାହାରେ ସ୍ବର୍ଗ,ନର୍କ ବନେଇ ଥାଆନ୍ତି ।
0 Comments