ଆଜିର ପଞ୍ଜିକା ଓ ତିଥି ନକ୍ଷତ୍ର ବିଷୟ ରେ ଜାଣିବା

 


ଶରତ  ମହାପାତ୍ର( ପୁରୀ ): ୬ ଜୁନ ୨୦୨୩, ସମ୍ବତ-୨୦୮୦, ଶକାବ୍ଦ-୧୯୪୫, ସାଲ-୧୪୩୦, ଗଜପତ୍ୟାଙ୍କ-୬୫, ଉତ୍ତରାୟଣ, ଗ୍ରୀଷ୍ମଋତୁ, ବୃଷ ୨୩ଦିନ, ଆଷାଢ଼ ୨ଦିନ, କୃଷ୍ଣପକ୍ଷ, ମଙ୍ଗଳବାର, ତୃତୀୟା ୦ଘ ୪୮ମି ୭/ଜୁନ ପର୍ଯ୍ଯନ୍ତ,ପରେ ଚତୁର୍ଥୀ।ଯୋଗିନୀ - ଆଗ୍ନୟେ ୦ଘ ୪୮ମି ୭/ଜୁନ ପର୍ଯ୍ଯନ୍ତ,ପରେ ନୈଋତେ, ବାୟବେ,ଉତ୍ତରେ,ଐଶାନ୍ୟେ ଯାତ୍ରା ନାସ୍ତି ୦ଘ ୪୮ମି ୭/ଜୁନ ପର୍ଯ୍ଯନ୍ତ,ପରେ ଐଶାନ୍ୟେ,ପୂର୍ବେ,ଆଗ୍ନୟେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।।ନକ୍ଷତ୍ର - ପୂର୍ବାଷାଢ଼ା ରାତ୍ର ୧୧ଘ ୧୪ମି ପର୍ଯ୍ଯନ୍ତ,ପରେ ଉତ୍ତରାଷାଢ଼ା,ଚାନ୍ଦ୍ରରାଶି - ଧନୁ ପ୍ରାତଃ ୪ଘ ୪୧ମି ୭/ଜୁନ ପର୍ଯ୍ଯନ୍ତ,ପରେ ମକର,।ତୃତୀୟାର ଶ୍ରାଦ୍ଧକର୍ମ

 ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି - ପୋଟଳ ଓ ତୈଳ ୦ଘ ୪୮ମି ୭/ଜୁନ ପର୍ଯ୍ଯନ୍ତ,ପରେ ମୂଳା।ଶରଣ ପଞ୍ଚକ - ପ୍ରାତଃ ୪ଘ ୪୧ମି ୭/ଜୁନ ଗତେ ଶରଣ ପଞ୍ଚକ ଦୋଷ ଆରମ୍ଭ। ଭୂମି କର୍ଷଣ ଓ ତୃଣ କାଷ୍ଠାଦି ଛେଦନ ନିଷେଧ।ପୁଷ୍କର - ମୃତେ ୧ପାଦ ରାତ୍ର ୧୧ଘ ୧୪ମି ପର୍ଯ୍ଯନ୍ତ,ପରେ ୨ପାଦ,ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ଧନୁ, କୁମ୍ଭ, ମୀନ ପ୍ରାତଃ ୪ଘ ୪୧ମି ୭/ଜୁନ ପର୍ଯ୍ଯନ୍ତ ପରେ ମେଷ, କର୍କଟ, ସିଂହ, ବିଚ୍ଛା, ମକର, ମୀନ,ଘାତଚନ୍ଦ୍ର - ତୁଳା, କୁମ୍ଭ ରାଶି ବ୍ଯକ୍ତିଙ୍କ ପାଇଁ ପ୍ରାତଃ ୪ଘ ୪୧ମି ୭/ଜୁନ ପର୍ଯ୍ଯନ୍ତ,ପରେ ସିଂହ ରାଶି ବ୍ଯକ୍ତିଙ୍କ ପାଇଁ,ଘାତବାର - ମକର ରାଶି ବ୍ଯକ୍ତିଙ୍କ ପାଇଁ,ଘାତନକ୍ଷତ୍ର - ନାସ୍ତି,ଘାତତିଥି - ନାସ୍ତି ୦ଘ ୪୮ମି ୭/ଜୁନ ପର୍ଯ୍ଯନ୍ତ,ପରେ ବୃଷ, କୁମ୍ଭ ରାଶି ବ୍ଯକ୍ତିଙ୍କ ପାଇଁ.

Post a Comment

1 Comments

  1. ସାରା ବିଶ୍ବ ର ମାଲିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଶରଣ।

    ReplyDelete