ଦିପ୍ତିରାଣୀ ଡାକୁଆ (୫୦୧/୬୦୦)
ନୟାଗଡ ଜିଲ୍ଲା( ନୂଆଗାଁ ବ୍ଲକ )ଆଜି ପ୍ରକାଶ ପାଇ ଥିବା ଚଳିତ ବର୍ଷ +୨ କଳା ଶିକ୍ଷା ଫଳାଫଳ । ନୂଆଗାଁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର କଳା ରେ ୬୦୦ ରୁ ୫୦୧ ମର୍କ ରଖୀ ଦିପ୍ତିରାଣୀ ଡାକୁଆ ନୂଆଗାଁ କଲେଜ ଟପ୍ପର ହୋଇଛନ୍ତି । ସେ ସୋରଡା ଗ୍ରାମର ପିତା ଦିବାକର ଡାକୁଆ ଓ ମା ବିଷ୍ଣୁପ୍ରିୟ ଡାକୁଆଙ୍କ ଝିଅ । ପ୍ରତୀକ୍ଷା ୱେବ ମିଡିଆ ତରଫରୁ ହର୍ଦ୍ଧିକ ଅଭିନନ୍ଦନ ।
0 Comments