ଆଜିର ପଞ୍ଜିକା ଓ ତିଥି ନକ୍ଷତ୍ର ବିଷୟ ରେ ଜାଣିବା


 ଶରତ ମହାପାତ୍ର( ପୁରୀ )୧୦ ଜୁନ ୨୦୨୩, ସମ୍ବତ-୨୦୮୦, ଶକାବ୍ଦ-୧୯୪୫, ସାଲ-୧୪୩୦, ଗଜପତ୍ୟାଙ୍କ-୬୫, ଉତ୍ତରାୟଣ, ଗ୍ରୀଷ୍ମଋତୁ, ବୃଷ ୨୭ଦିନ, ଆଷାଢ଼ ୬ଦିନ, କୃଷ୍ଣପକ୍ଷ, ଶନିବାର,କୃଷ୍ଣ ସପ୍ତମୀ ଦିବା ୨ଘ ୭ମି ପର୍ଯ୍ଯନ୍ତ,ପରେ ଅଷ୍ଟମୀ,ଚାନ୍ଦ୍ରରାଶି - କୁମ୍ଭ, ନକ୍ଷତ୍ର - ଶତଭିଷା ଦିବା ୩ଘ ୪୪ମି ପର୍ଯ୍ଯନ୍ତ,ପରେ ପୂର୍ବଭାଦ୍ରପଦ,ଯୋଗିନୀ - ବାୟବେ ଦିବା ୨ଘ ୭ମି ପର୍ଯ୍ଯନ୍ତ,ପରେ ଐଶାନ୍ୟେ, ଆଗ୍ନୟେ,ଦକ୍ଷିଣେ,ନୈଋତେ ଯାତ୍ରା ନାସ୍ତି ଦିବା ୨ଘ ୭ମି ପର୍ଯ୍ଯନ୍ତ,ପରେ ନୈଋତେ,ପଶ୍ଚିମେ,ବାୟବେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।,ଘାତଚନ୍ଦ୍ର - ମିଥୁନ, ମୀନ ରାଶି ବ୍ଯକ୍ତିଙ୍କ ପାଇଁ,ଘାତବାର - ବୃଷ, ସିଂହ, କନ୍ୟା ରାଶି ବ୍ଯକ୍ତିଙ୍କ ପାଇଁ,ଅଷ୍ଟମୀର ପାର୍ବଣ, ସପ୍ତମୀର ଶ୍ରାଦ୍ଧକର୍ମ,ପୁଷ୍କର - ମୃତେ ୨ପାଦ ଦିବା ୨ଘ ୭ମି ପର୍ଯ୍ଯନ୍ତ, ୧ପାଦ ଦିବା ୩ଘ ୪୪ମି ପର୍ଯ୍ଯନ୍ତ,ପରେ ୨ପାଦ,ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି - ତାଳ ଦିବା ୨ଘ ୭ମି ପର୍ଯ୍ଯନ୍ତ,ପରେ ଆମିଷାଦି ଖାଦ୍ୟ, ତୈଳ ଓ ନଡ଼ିଆ,ଶରଣ ପଞ୍ଚକ - ଶରଣ-ପଞ୍ଚକ ଦୋଷ କ୍ରମଶଃ.. ଭୂମି କର୍ଷଣ ଓ ତୃଣ କାଷ୍ଠାଦି ଛେଦନ ନିଷେଧ। ମେଷ ରାଶି Lucky Number: 6,ଶୁଭ ରଙ୍ଗ :- ପାରଦର୍ଶୀ ଏବଂ ପାଟଳ ।,ବୃଷ ରାଶି Lucky Number: 5, ସବୁଜ ଏବଂ ଫିରୋଜା ରଙ୍ଗ / ସାଗର ନୀଳ ରଙ୍ଗ,।ମିଥୁନ ରାଶି Lucky Number: 3ଶୁଭ ରଙ୍ଗ :- କେଶରୀ ଏବଂ ହଳଦିଆ,। କର୍କଟ ରାଶି Lucky Number: 7ଶୁଭ ରଙ୍ଗ :- ଦୁଧିଆ ରଙ୍ଗ ଏବଂ ଧଳା,। ସିଂହ ରାଶି Lucky Number: 5ଶୁଭ ରଙ୍ଗ :- ସବୁଜ ଏବଂ ଫିରୋଜା ରଙ୍ଗ / ସାଗର ନୀଳ ରଙ୍ଗ,କନ୍ୟା ରାଶି Lucky Number 3 ଶୁଭ ରଙ୍ଗ କେଶରୀ, ହଳଦିଆ, ତୁଳା ରାଶି Lucky Number 6ଶୁଭ ରଙ୍ଗ ପାରଦର୍ଶୀ ଓ ପାଟଳ,।ବିଛା ରାଶି Lucky Number7 ଶୁଭରଙ୍ଗ, କ୍ଷୀରରଙ୍ଗଓ ଧଳାରଙ୍ଗ।ଧନୁ ରାଶି Lucky Number4,ଶୁଭ ରଙ୍ଗ ବାଦାମି, ଧୂସର । ମକର ରାଶି Lucky Number4, ଶୁଭରଙ୍ଗ ବାଦାମି ଓ ଧୂସର, ।କୁମ୍ଭ ରାଶି Lucky Number2 ରୁପେଲି ଓ ଧଳା, ଶୁଭରଙ୍ଗ, ମୀନ ରାଶି Lucky Number9, ଶୁଭ ରଙ୍ଗ ଲାଲ ଓ ଖଇରିଆ। ପୁରୀ ରୁ saratmohapatra

Post a Comment

0 Comments