
ଶରତ ମହାପାତ୍ର( ପୁରୀ )୭ ଜୁନ ୨୦୨୩, ସମ୍ବତ-୨୦୮୦, ଶକାବ୍ଦ-୧୯୪୫, ସାଲ-୧୪୩୦, ଗଜପତ୍ୟାଙ୍କ-୬୫, ଉତ୍ତରାୟଣ, ଗ୍ରୀଷ୍ମଋତୁ, ବୃଷ ୨୪ଦିନ, ଆଷାଢ଼ ୩ଦିନ, କୃଷ୍ଣପକ୍ଷ, ବୁଧବାର,କୃଷ୍ଣ ଚତୁର୍ଥୀ ରାତ୍ର ୯ଘ ୫୨ମି ପର୍ଯ୍ଯନ୍ତ,ପରେ ପଞ୍ଚମୀ।ଚାନ୍ଦ୍ରରାଶି - ମକର,ନକ୍ଷତ୍ର - ଉତ୍ତରାଷାଢ଼ା ରାତ୍ର ୯ଘ ୫ମି ପର୍ଯ୍ଯନ୍ତ,ପରେ ଶ୍ରବଣା,ଯୋଗ - ବ୍ରହ୍ମ ରାତ୍ର ୧୦ଘ ୨୭ମି ପର୍ଯ୍ଯନ୍ତ,ପରେ ଇନ୍ଦ୍ର,ଯୋଗିନୀ - ନୈଋତେ ରାତ୍ର ୯ଘ ୫୨ମି ପର୍ଯ୍ଯନ୍ତ,ପରେ ଦକ୍ଷିଣେ, ଐଶାନ୍ୟେ,ପୂର୍ବେ,ଆଗ୍ନୟେ ଯାତ୍ରା ନାସ୍ତି ରାତ୍ର ୯ଘ ୫୨ମି ପର୍ଯ୍ଯନ୍ତ,ପରେ ଉତ୍ତରେ,ଐଶାନ୍ୟେ,ପୂର୍ବେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।,ଘାତବାର - କର୍କଟ ରାଶି ବ୍ଯକ୍ତିଙ୍କ ପାଇଁ,ଘାତଚନ୍ଦ୍ର - ସିଂହ ରାଶି ବ୍ଯକ୍ତିଙ୍କ ପାଇଁ,ଘାତତିଥି - ବୃଷ, କୁମ୍ଭ ରାଶି ବ୍ଯକ୍ତିଙ୍କ ପାଇଁ ରାତ୍ର ୯ଘ ୫୨ମି ପର୍ଯ୍ଯନ୍ତ,ଘାତନକ୍ଷତ୍ର - ନାସ୍ତି ରାତ୍ର ୯ଘ ୫ମି ପର୍ଯ୍ଯନ୍ତ,ପରେ କନ୍ୟା ରାଶି ବ୍ଯକ୍ତିଙ୍କ ପାଇଁ,ଚନ୍ଦ୍ରଶୁଦ୍ଧି - ମେଷ, କର୍କଟ, ସିଂହ, ବିଚ୍ଛା, ମକର, ମୀନ ପ୍ରାତଃ ୫ଘ ୫୫ମି ୯/ଜୁନ ପର୍ଯ୍ଯନ୍ତ,ପୁଷ୍କର - ମୃତେ ୧ପାଦ ରାତ୍ର ୯ଘ ୫ମି ପର୍ଯ୍ଯନ୍ତ,ଶ୍ରାଦ୍ଧକର୍ମ - ଚତୁର୍ଥୀର ଶ୍ରାଦ୍ଧକର୍ମ,ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି - ମୂଳା ରାତ୍ର ୯ଘ ୫୨ମି ପର୍ଯ୍ଯନ୍ତ,ପରେ ବେଲ ଓ ପଣସ,ପ୍ରଥମ ରଜଦର୍ଶନେ ଶୁଭାଶୁଭ - ୭ମାସ ଗଣ୍ଡଦୋଷ ଫଳ ବୈଧବ୍ଯ ବା ପତି ବିଚ୍ଛେଦ ରାତ୍ର ୯ଘ ୫ମି ପର୍ଯ୍ଯନ୍ତ, ପରେ ୭ମାସ ଗଣ୍ଡଦୋଷ ଫଳ ବୈଧବ୍ଯ ବା ପତି ବିଚ୍ଛେଦ,ଶରଣ ପଞ୍ଚକ - ଶରଣ-ପଞ୍ଚକ ଦୋଷ କ୍ରମଶଃ.. ଭୂମି କର୍ଷଣ ଓ ତୃଣ କାଷ୍ଠାଦି ଛେଦନ ନିଷେଧ।ଆଜି ବିଶ୍ଵ ଖାଦ୍ୟ ସୁରକ୍ଷା ଦିବସ.
୭ ଜୁନ ୨୦୨୩, ସମ୍ବତ-୨୦୮୦, ଶକାବ୍ଦ-୧୯୪୫, ସାଲ-୧୪୩୦, ଗଜପତ୍ୟାଙ୍କ-୬୫, ଉତ୍ତରାୟଣ, ଗ୍ରୀଷ୍ମଋତୁ, ବୃଷ ୨୪ଦିନ, ଆଷାଢ଼ ୩ଦିନ, କୃଷ୍ଣପକ୍ଷ, ବୁଧବାର,କୃଷ୍ଣ ଚତୁର୍ଥୀ ରାତ୍ର ୯ଘ ୫୨ମି ପର୍ଯ୍ଯନ୍ତ,ପରେ ପଞ୍ଚମୀ।ଚାନ୍ଦ୍ରରାଶି - ମକର,ନକ୍ଷତ୍ର - ଉତ୍ତରାଷାଢ଼ା ରାତ୍ର ୯ଘ ୫ମି ପର୍ଯ୍ଯନ୍ତ,ପରେ ଶ୍ରବଣା,ଯୋଗ - ବ୍ରହ୍ମ ରାତ୍ର ୧୦ଘ ୨୭ମି ପର୍ଯ୍ଯନ୍ତ,ପରେ ଇନ୍ଦ୍ର,ଯୋଗିନୀ - ନୈଋତେ ରାତ୍ର ୯ଘ ୫୨ମି ପର୍ଯ୍ଯନ୍ତ,ପରେ ଦକ୍ଷିଣେ, ଐଶାନ୍ୟେ,ପୂର୍ବେ,ଆଗ୍ନୟେ ଯାତ୍ରା ନାସ୍ତି ରାତ୍ର ୯ଘ ୫୨ମି ପର୍ଯ୍ଯନ୍ତ,ପରେ ଉତ୍ତରେ,ଐଶାନ୍ୟେ,ପୂର୍ବେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।,ଘାତବାର - କର୍କଟ ରାଶି ବ୍ଯକ୍ତିଙ୍କ ପାଇଁ,ଘାତଚନ୍ଦ୍ର - ସିଂହ ରାଶି ବ୍ଯକ୍ତିଙ୍କ ପାଇଁ,ଘାତତିଥି - ବୃଷ, କୁମ୍ଭ ରାଶି ବ୍ଯକ୍ତିଙ୍କ ପାଇଁ ରାତ୍ର ୯ଘ ୫୨ମି ପର୍ଯ୍ଯନ୍ତ,ଘାତନକ୍ଷତ୍ର - ନାସ୍ତି ରାତ୍ର ୯ଘ ୫ମି ପର୍ଯ୍ଯନ୍ତ,ପରେ କନ୍ୟା ରାଶି ବ୍ଯକ୍ତିଙ୍କ ପାଇଁ,ଚନ୍ଦ୍ରଶୁଦ୍ଧି - ମେଷ, କର୍କଟ, ସିଂହ, ବିଚ୍ଛା, ମକର, ମୀନ ପ୍ରାତଃ ୫ଘ ୫୫ମି ୯/ଜୁନ ପର୍ଯ୍ଯନ୍ତ,ପୁଷ୍କର - ମୃତେ ୧ପାଦ ରାତ୍ର ୯ଘ ୫ମି ପର୍ଯ୍ଯନ୍ତ,ଶ୍ରାଦ୍ଧକର୍ମ - ଚତୁର୍ଥୀର ଶ୍ରାଦ୍ଧକର୍ମ,ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି - ମୂଳା ରାତ୍ର ୯ଘ ୫୨ମି ପର୍ଯ୍ଯନ୍ତ,ପରେ ବେଲ ଓ ପଣସ,ପ୍ରଥମ ରଜଦର୍ଶନେ ଶୁଭାଶୁଭ - ୭ମାସ ଗଣ୍ଡଦୋଷ ଫଳ ବୈଧବ୍ଯ ବା ପତି ବିଚ୍ଛେଦ ରାତ୍ର ୯ଘ ୫ମି ପର୍ଯ୍ଯନ୍ତ, ପରେ ୭ମାସ ଗଣ୍ଡଦୋଷ ଫଳ ବୈଧବ୍ଯ ବା ପତି ବିଚ୍ଛେଦ,ଶରଣ ପଞ୍ଚକ - ଶରଣ-ପଞ୍ଚକ ଦୋଷ କ୍ରମଶଃ.. ଭୂମି କର୍ଷଣ ଓ ତୃଣ କାଷ୍ଠାଦି ଛେଦନ ନିଷେଧ।ଆଜି ବିଶ୍ଵ ଖାଦ୍ୟ ସୁରକ୍ଷା ଦିବସ
0 Comments