ନୂଆଗାଁ ବ୍ଲକ ବିଭିନ୍ନ ସ୍ଥାନରେ ଅନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ ।

 


ନୂଆଗାଁ ବ୍ଲକ ବିଭିନ୍ନ ସ୍ଥାନରେ  ଅନ୍ତର୍ଜାତିକ  ଯୋଗ ଦିବସ ଅନୁଷ୍ଠିତ

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତିକ ଯୋଗ ଦିବାଶ ଅନୁଷ୍ଠିତ ।ନିୟମିତ  ଯୋଗଭ୍ୟାସ କରିଲେ  ଶରୀର ସୁସ୍ଥ ରହେ  ଭାରତରେ ସୃଷ୍ଟ ଯୋଗ ନାମକ ଏକ ପ୍ରାଚୀନ ଶାରୀରିକ ଅଭ୍ୟାସର ଚିରନ୍ତନ ଉପକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ସ୍ଵତନ୍ତ୍ର ଦିବସର ପରିକଳ୍ପନା କରାଯାଇଛି ।ଏହାର ମୂଳଉଦେଶ୍ୟ ହେଉଛି ମାନସିକ ଓ  ଶାରୀରିକ ସୁସ୍ଥତା ପାଇଁ ଯୋଗାଭ୍ୟାସ ଉପଦେୟତା ସମ୍ପର୍କରେ ସଚେତନ ସୃଷ୍ଟି କରିବା ଆଜିର ବ୍ୟସ୍ତ ବହୁଳ ଜୀବନରେ ଏକ ଶାନ୍ତ ତଥା ଚାପମୁକ୍ତ ପରିବେଶ ପାଇଁ ଯୋଗ ନିହାତି ଆବଶ୍ୟକ । ନିଜକୁ ସୁସ୍ଥ ସୁନ୍ଦର ରଖିବାର ମୁଖ୍ୟ ମାଧ୍ୟମ ଯୋଗ ନୂଆଗାଁ ବ୍ଲକ ଚିନ୍ତାମଣି ବିଦ୍ୟାପୀଠ ସଂପଡା ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଠିକ ସେହିପରି ଖାଲମଡା ହୋମିୟପଥି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ଆନ୍ତର୍ଜାତୀୟ ଯୋଗାଡିବାଶ




Post a Comment

0 Comments