ବହୁ ଚର୍ଚ୍ଚିତ ଓଟିପି ସ୍କାମରେ ଓଡ଼ିଶା ଏସଟିଏଫ ବୁଧବାର ନୟାଗଡ଼ରୁ ଗିରଫ କରିଛି ପଠାଣି ସାମନ୍ତ ଲେଙ୍କା ର ସହଯୋଗୀ ପ୍ରଦ୍ୟୁମ୍ନ ସାହୁକୁ

 


ବହୁ ଚର୍ଚ୍ଚିତ ଓଟିପି ସ୍କାମରେ ଓଡ଼ିଶା ଏସଟିଏଫ ବୁଧବାର ନୟାଗଡ଼ରୁ ଗିରଫ କରିଛି ପଠାଣି ସାମନ୍ତ ଲେଙ୍କା ର ସହଯୋଗୀ ପ୍ରଦ୍ୟୁମ୍ନ ସାହୁକୁ । ପ୍ରଦ୍ୟୁମ୍ନ ନୂଆଗାଁ ଥାନା ଅର୍ନ୍ତଗତ ମହିତ୍ତମା ଗାଁର ବୋଲି ଜଣା ପଡିଛି। ପ୍ରଦ୍ୟୁମ୍ନ ପୂର୍ବରୁ ଟେଲିକମ କମ୍ପାନୀ ଜିଓ ଏବଂ ଆଇଡିଆ ରେ କାମ କରୁଥିଲ। ଏହି ସମୟରେ ପ୍ରଦ୍ୟୁମ୍ନ ପଠାଣି ଲେଙ୍କା କୁ ୫୦୦ ରୁ ଅଧିକ ସିମ ଓ ୧୫୦ ପେଟିଏମ ଓ୍ବାଲେଟ ବିକ୍ରିକରିଥିବା ତଦନ୍ତ ସମୟରେ ଜଣା ପଡିଛି । ପ୍ରଦ୍ୟୁମ୍ନ ଏବେ ବ୍ଲାକ ବକ୍ ନାମକ ଫାଷ୍ଟ ଟ୍ୟାଗ କମ୍ପାନୀରେ କାମ କରୁଛି

Post a Comment

0 Comments