ଆଜିର ରାଶିଫଳ


ଶରତ ମହାପାତ୍ର (ପୁରୀ ) ୨୧ ଜୁନ ୨୦୨୩, ସମ୍ବତ-୨୦୮୦, ଶକାବ୍ଦ-୧୯୪୫, ସାଲ-୧୪୩୦, ଗଜପତ୍ୟାଙ୍କ-୬୫, ଦକ୍ଷିଣାୟନ, ବର୍ଷାଋତୁ, ମିଥୁନ ୭ଦିନ, ଆଷାଢ଼ ୧୭ଦିନ, ଶୁକ୍ଳପକ୍ଷ, ବୁଧବାର,ଶୁକ୍ଳ  ତୃତୀୟା ଦିବା ୩ଘ ୧୨ମି ପର୍ଯ୍ଯନ୍ତ,ପରେ ଚତୁର୍ଥୀ,ଚାନ୍ଦ୍ରରାଶି - କର୍କଟ,ନକ୍ଷତ୍ର -  ପୁଷ୍ୟା ରାତ୍ର ୧ଘ ୨୨ମି ୨୨/ଜୁନ ପର୍ଯ୍ଯନ୍ତ,ପରେ ଅଶ୍ଳେଷା।ଯୋଗିନୀ -  ଆଗ୍ନୟେ ଦିବା ୩ଘ ୧୨ମି ପର୍ଯ୍ଯନ୍ତ,ପରେ ନୈଋତେ, ବାୟବେ,ଉତ୍ତରେ,ଐଶାନ୍ୟେ ଯାତ୍ରା ନାସ୍ତି ଦିବା ୩ଘ ୧୨ମି ପର୍ଯ୍ଯନ୍ତ,ପରେ ଐଶାନ୍ୟେ,ପୂର୍ବେ,ଆଗ୍ନୟେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।ଘାତଚନ୍ଦ୍ର - ନାସ୍ତି।ଘାତବାର - କର୍କଟ ରାଶି ବ୍ଯକ୍ତିଙ୍କ ପାଇଁଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ପ୍ରାତଃ ୪ଘ ୯ମି ୨୩/ଜୁନ ପର୍ଯ୍ଯନ୍ତ।ପୁଷ୍କର - ମୃତେନାସ୍ତି।ଶ୍ରାଦ୍ଧକର୍ମ - ତୃତୀୟାର ଶ୍ରାଦ୍ଧକର୍ମ।ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି -  ପୋଟଳ ଓ ତୈଳ ଦିବା ୩ଘ ୧୨ମି ପର୍ଯ୍ଯନ୍ତ,ପରେ ମୂଳା।ପ୍ରଥମ ରଜଦର୍ଶନେ ଶୁଭାଶୁଭ - ବନ୍ଧ୍ଯା ରାତ୍ର ୧ଘ ୨୨ମି ୨୨/ଜୁନ ପର୍ଯ୍ଯନ୍ତ, ପରେ ସମ୍ବତ୍ସର ଗଣ୍ଡଦୋଷ, ଫଳ ବନ୍ଧ୍ଯା ବା ବୈଧବ୍ଯ

Post a Comment

0 Comments