ନୟାଗଡ ଜିଲ୍ଲା ନୂଆଗାଁ ଜାତୀୟରାଜ ପଥ ୫୭ ପଞ୍ଚୁପାଣ୍ଡବ ନିକଟରେ ଘଟିଛି ଦୃଘଟଣା। ସୂଚନା ମୁତାବକ ୧୩ତାରିକ ରାତି ୨ ଟା ସମୟରେ ବରଗଡ ରୁ ଭୁବନନେଶ୍ଵର ଅଭିମୁଖେ ଯାଉଥିଉବା ଏକ କାର ରାସ୍ତାର ଡାହାଣ ପାର୍ଶ୍ଵରେ ଥିବା ଇଲେଟ୍ରି ପୋଲରେ ଶକ୍ତ ଢକା ଦେଇ ଥିଲା । କାର ଚାଳକ ସହିତ ୩ ଜଣ କାର ମଧ୍ୟରେ ରହିଥିଲେ । କାର ଡ୍ରାଇଭର କିଛି କ୍ଷତି ହୋଇନଥିଲା ବେଳେ ୨ ଜଣ ପାସେଞ୍ଜର ଗୁରୁତର ହୋଇପଡିଥିଲେ । ତାଙ୍କୁ ଆମ୍ବୁଲେନ୍ ମାଧ୍ୟରେ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି । କାର ଡ୍ରାଇଭର ଯାହା ସୂଚନା ଦିଅନ୍ତି ସେହିସ୍ଥାନାରେ ଏକ ଡମ୍ଫର ଗାଡି ବିପରିତ ଦିଆଗରୁ ଅତିକ୍ରମ କରୁଥିବା ସମୟରେ ଦୃଘଟଣା ଘଟିଥିଲା । କାରଟି ବରଗଡ ଜିଲ୍ଲା ସରଣ୍ଡାପଲ୍ଲି ଗ୍ରାମର ବୋଲି କାର ଚାଳକ ସୂଚନା ଦେଇ ଅଛନ୍ତି ।
0 Comments