ସରକାରୀ ଆଇଟିଆଇ ନୟାଗଡ଼ କଲେଜ ବାଳିକା ମନେ ନାମ ଲେଖାଇବା ପାଈଁ ସଚେତନତା ଶିବିର.


 ସରକାରୀ ଆଇଟିଆଇ ନୟାଗଡ଼ କଲେଜ ବାଳିକା ମନେ ନାମ ଲେଖାଇବା ପାଈଁ ସଚେତନତା ଶିବିର.

ନୟାଗଡ଼ରେ ଆଇଟିଆଇ କଲେଜ ରେ ନାମ ଲେଖାଇବା ପାଈଁ ନୂଆଗାଁ ବ୍ଲକ ପରିସରରେ ଥିବା ସଭାଗୃହରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ବାଳିକା ଛାତ୍ରୀ ମନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ.ଆଇଟିଆଇ ନାମଲେଖାଇଲେ କଣ କରିପାରିବେ. ଶିକ୍ଷା ଲାଭ କରିସାରିବା ପରେ କେଉଁ କେଉଁ ସ୍ଥାନରେ ଚାକିରୀ କରିପାରିବେ ସେ ନେଇ ଆଲୋଚନା କରାଯାଇଥିଲା. ଚଳିତ ଶିକ୍ଷା ବର୍ଷ 23/24ପାଈଁ ନାମ ପଞ୍ଜିକରଣ କିପରି କରାଯିବ. ସେନେଇ ଆଲୋଚନା କରାଯାଇଥିଲା. ଆଜିର ଏହି କାର୍ଯ୍ୟ କ୍ରମରେ ନୂଆଗାଁ ବ୍ଲକ ମଧ୍ୟରୁ 22ଜଣା ଛାତ୍ରୀ ଯୋଗଦେଇଥିଲେ. ତତ ସହିତ ମୁଖ୍ୟ ଅତିଥିଭାବରେ ନୂଆଗାଁବିଡିଓ  ସଚ୍ଚିଦାନନ୍ଦ ମିଶ୍ର , CDPO,, BPM OLM, BPC ମିଶନ୍ ଶକ୍ତି, BPACA MS, BC Posan, ATO ଇଲେକ୍ଟ୍ରୋନିକ୍ସଗୋଭ୍ ITI ନୟାଗଡ଼ର ଉପସ୍ଥିତି.ରହିଥିଲେ

Post a Comment

0 Comments