ଆଜିର ପଞ୍ଜିକା ଓ ତିଥି ନକ୍ଷତ୍ର ବିଷୟ ରେ ଜାଣିବା


 ଶରତ ମହାପାତ୍ର( ପୁରୀ )୧୨ ଜୁନ ୨୦୨୩, ସମ୍ବତ-୨୦୮୦, ଶକାବ୍ଦ-୧୯୪୫, ସାଲ-୧୪୩୦, ଗଜପତ୍ୟାଙ୍କ-୬୫, ଉତ୍ତରାୟଣ, ଗ୍ରୀଷ୍ମଋତୁ,ବୃଷ ୨୯ଦିନ, ଆଷାଢ଼ ୮ଦିନ, ସୋମବାର, କୃଷ୍ଣ  ନବମୀ ଦିବା ୧୦ଘ ୩୭ମି ପର୍ଯ୍ଯନ୍ତ,ପରେ ଦଶମୀ।ନକ୍ଷତ୍ର -  ଉତ୍ତରାଭାଦ୍ରପଦ ଦିବା ୧ଘ ୫୩ମି ପର୍ଯ୍ଯନ୍ତ,ପରେ ରେବତୀ।ଚାନ୍ଦ୍ରରାଶି - ମୀନ। ପଶ୍ଚିମେ,ବାୟବେ,ଉତ୍ତରେ ଯାତ୍ରା ନାସ୍ତି ଦିବା ୧୦ଘ ୩୭ମି ପର୍ଯ୍ଯନ୍ତ,ପରେ ଦକ୍ଷିଣେ,ନୈଋତେ,ପଶ୍ଚିମେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।ଘାତଚନ୍ଦ୍ର - ଧନୁ ରାଶି ବ୍ଯକ୍ତିଙ୍କ ପାଇଁ।ଘାତବାର - ମିଥୁନ ରାଶି ବ୍ଯକ୍ତିଙ୍କ ପାଇଁ।ଚନ୍ଦ୍ରଶୁଦ୍ଧି - ବୃଷ, ମିଥୁନ, କନ୍ୟା, ତୁଳା, ମକର, ମୀନ ଦିବା ୧ଘ ୨୭ମି ୧୩/ଜୁନ ପର୍ଯ୍ଯନ୍ତ।ଶ୍ରାଦ୍ଧକର୍ମ - ନବମୀର ଏକୋଦ୍ଦିଷ୍ଠ, ଦଶମୀର ଶ୍ରାଦ୍ଧକର୍ମ,ପୁଷ୍କର - ମୃତେନାସ୍ତି।ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି -  ଲାଉ ଦିବା ୧୦ଘ ୩୭ମି ପର୍ଯ୍ଯନ୍ତ,ପରେ କଳମ ଶାଗ।ପ୍ରଥମ ରଜଦର୍ଶନେ ଶୁଭାଶୁଭ - ସର୍ବସୁଖୀ ଦିବା ୧ଘ ୫୩ମି ପର୍ଯ୍ଯନ୍ତ, ପରେ କାମାତୁରା, ବେଶ୍ଯାଭାବ.

ମେଷ Lucky Number 6ଶୁଭ ରଙ୍ଗ:- ପାରଦର୍ଶୀଏବଂ ପାଟଳ ।ବୃଷ Lucky Number5ଶୁଭ ରଙ୍ଗ:-ସବୁଜ ଏବଂ ଫିରୋଜା ରଙ୍ଗ /  ମିଥୁନ Lucky Number 4ଶୁଭ ରଙ୍ଗ:- ବାଦାମୀ ଏବଂ ଧୂସର। କର୍କଟ Lucky Number 7ଶୁଭ ରଙ୍ଗ:- ଦୁଧିଆ ରଙ୍ଗ ଏବଂ ଧଳା। ସିଂହ Lucky Number 5ଶୁଭ ରଙ୍ଗ:- ସବୁଜ ଏବଂ ଫିରୋଜା ରଙ୍ଗ / । କନ୍ୟା Lucky Number4ଶୁଭ ରଙ୍ଗ:- ବାଦାମୀ ଏବଂ ଧୂସର। ତୁଳା Lucky Number6 ଶୁଭ ରଙ୍ଗ -::- ପାରଦର୍ଶୀ ଏବଂ ପାଟଳ। ବିଛା Lucky Number 8ଶୁଭ ରଙ୍ଗ:- କଳା ଓ ନୀଳ। ଧନୁ Lucky Number5 ଶୁଭ ରଙ୍ଗ:-ସବୁଜ ଓ ସାଗର ନୀଳ। ମକର Lucky Number5ଶୁଭ ରଙ୍ଗ:-ସବୁଜ ଓ ସାଗର ନୀଳ ।କୁମ୍ଭ Lucky Number3 ଶୁଭ ରଙ୍ଗ:-କେଶରୀ ଓ ହଳଦିଆ। ମୀନ Lucky Number 9ଶୁଭ ରଙ୍ଗ :-ଲାଲ୍ ଓ ଖଇରିଆ। ଜଗନ୍ନାଥ ଙ୍କୁ ସ୍ମରଣ କରନ୍ତୁ ଦିନ ଭଲ ରେ କଟିବ ।ପୁରୀ ରୁ saratmohapatra ଙ୍କ ରିପୋର୍ଟ୍

Post a Comment

0 Comments