ନୟାଗଡ ଜିଲ୍ଲା ଜାତୀୟ ରାଜପଥ ୫୭ କୋରଡା ନିକଟରେ ଘଟିଛି ଦୃଘଟଣା । ଘଟଣାରୁ ସୂଚନା ମିଳିଛି ନୟାଗଡ ରୁ ଚାରିଛକ ମାଧବପୁର ଏକ ଲୁନାରେ ବାଇକ ପାର୍ଟସ ନେଇ ଯାଉଥିଲେ । ହଠାତ ଅଖିଲାଗିଯାଇଥିବାରୁ ଲୁନାଟି ରାସ୍ତା କଡରେ ଭାରଶ୍ୟାମ ହରାଇ ଦୃଘଟଣା ଘଟିଥିଲା । ସେମାନେ ହେଲେ ମାଧବ ପୁର ଗ୍ରାମର ଶ୍ରୀକାନ୍ତ ରଥ ଓ ହରିହର ପ୍ରଧାନ । ସେ ଦୁହିଙ୍କର ବହୁସ୍ଥାନରେ ଆଘାତ ଲାଗିଥିଲା । ନୂଆଗାଁ ଅଗ୍ନିସମ ବାହିନ ଖବର ପାଇ ଘଟନା ସ୍ଥଳରେ ପହଞ୍ଚି ନୟାଗଡ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନନ୍ତର କରିଥିବାର ସୂଚନା ମିଳିଛି ।
0 Comments