ଗତିକେସ୍ଵର ହାଇୟର ସେକେଣ୍ଡାରୀ ସ୍କୁଲ ର +୨ କଳା ପରୀକ୍ଷା ଫଳାଫଳ

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ ଥିବା ୩ ଟି +୨ କଲେଜର ଚଳିତ ବର୍ଷର  ପରୀକ୍ଷା ଫଳ ପ୍ରକାଶ ପାଇଛି  ଆଜି ମିଳିଥିବା ସୂଚନା ମୁତାବକ ଗତିକେସ୍ଵର ହାଇୟର ସେକେଣ୍ଡାରୀ ସ୍କୁଲ ର ଫଳାଫଳ ଅନୁସାରେ ୨୨୫ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ରୁ ୧ ଶ୍ରେଣୀରେ ୪୧ ,୨ୟ ଶ୍ରେଣୀରେ୨୫ ,୩ୟ ଶ୍ରେଣୀରେ ୯୪ ,ଫେଲ ୬୫ ହୋଇଥିବାର ସୂଚନା ମିଳିଅଛି ।  ପ୍ରଥମ ସ୍ଥାନ ରେ ଅଛନ୍ତି ଲକ୍ଷ୍ମୀପ୍ରିୟା ବାହନ ୪୯୮ ,୨ ୟ ରିତାଞ୍ଜଳି ମୋହିନୀ ୪୯୩ ,୩ୟ -ଅଭୟ ପରିଡା ୪୮୫

Post a Comment

0 Comments