ଆଜିର ପଞ୍ଜିକା ଓ ତିଥି ନକ୍ଷତ୍ର ବିଷୟ ରେ ଜାଣିବା

 




ଶରତ ମହାପାତ୍ର( ପୁରୀ )୧୧ ଜୁନ ୨୦୨୩, ସମ୍ବତ-୨୦୮୦, ଶକାବ୍ଦ-୧୯୪୫, ସାଲ-୧୪୩୦, ଗଜପତ୍ୟାଙ୍କ-୬୫, ଉତ୍ତରାୟଣ, ଗ୍ରୀଷ୍ମଋତୁ,ବୃଷ ୨୮ଦିନ, ଆଷାଢ଼ ୭ଦିନ, ରବିବାର, କୃଷ୍ଣ ଅଷ୍ଟମୀ ଦିବା ୧୨ଘ ୧୧ମି ପର୍ଯ୍ଯନ୍ତ,ପରେ ନବମୀ।ଚାନ୍ଦ୍ରରାଶି - କୁମ୍ଭ ପ୍ରାତଃ ୮ଘ ୫୧ମି ପର୍ଯ୍ଯନ୍ତ,ପରେ ମୀନ।ନକ୍ଷତ୍ର - ପୂର୍ବଭାଦ୍ରପଦ ଦିବା ୨ଘ ୩୭ମି ପର୍ଯ୍ଯନ୍ତ,ପରେ ଉତ୍ତରାଭାଦ୍ରପଦ।ଯୋଗିନୀ - ଐଶାନ୍ୟେ ଦିବା ୧୨ଘ ୧୧ମି ପର୍ଯ୍ଯନ୍ତ,ପରେ ପୂର୍ବେ, ନୈଋତେ,ପଶ୍ଚିମେ,ବାୟବେ ଯାତ୍ରା ନାସ୍ତି ଦିବା ୧୨ଘ ୧୧ମି ପର୍ଯ୍ଯନ୍ତ,ପରେ ପଶ୍ଚିମେ,ବାୟବେ,ଉତ୍ତରେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।ଶରଣ ପଞ୍ଚକ - ପ୍ରାତଃ ୮ଘ ୫୧ମି ଗତେ ଶରଣ-ପଞ୍ଚକ ଦୋଷ ଶେଷ ।ପ୍ରଥମ ରଜଦର୍ଶନେ ଶୁଭାଶୁଭ - ୭ମାସ ଗଣ୍ଡଦୋଷ ଫଳ ବୈଧବ୍ଯ ଦିବା ୨ଘ ୩୭ମି ପର୍ଯ୍ଯନ୍ତ, ପରେ ସର୍ବସୁଖୀ।ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି - ଆମିଷାଦି ଖାଦ୍ୟ, ତୈଳ ଓ ନଡ଼ିଆ ଦିବା ୧୨ଘ ୧୧ମି ପର୍ଯ୍ଯନ୍ତ,ପରେ ଲାଉ।ପୁଷ୍କର - ମୃତେ ୨ପାଦ ଦିବା ୨ଘ ୩୭ମି ପର୍ଯ୍ଯନ୍ତ,ପରେ ୧ପାଦ।ଶ୍ରାଦ୍ଧକର୍ମ - ଅଷ୍ଟମୀର ଏକୋଦ୍ଦିଷ୍ଠ, ନବମୀର ପାର୍ବଣ।ଚନ୍ଦ୍ରଶୁଦ୍ଧି - ମେଷ, ବୃଷ, ସିଂହ, କନ୍ୟା, ଧନୁ, କୁମ୍ଭ ପ୍ରାତଃ ୮ଘ ୫୧ମି ପର୍ଯ୍ଯନ୍ତ ପରେ ବୃଷ, ମିଥୁନ, କନ୍ୟା, ତୁଳା, ମକର, ମୀନ।ଘାତଚନ୍ଦ୍ର - ମିଥୁନ, ମୀନ ରାଶି ବ୍ଯକ୍ତିଙ୍କ ପାଇଁ ପ୍ରାତଃ ୮ଘ ୫୧ମି ପର୍ଯ୍ଯନ୍ତ,ପରେ ଧନୁ ରାଶି ବ୍ଯକ୍ତିଙ୍କ ପାଇଁ,ଘାତବାର - ମେଷ ରାଶି ବ୍ଯକ୍ତିଙ୍କ ପାଇଁ।ମେଷ Lucky Number 1ଶୁଭ ରଙ୍ଗ:- କମଳା ଏବଂ ସୁନେଲି ବୃଷ Lucky Number1 ଶୁଭ ରଙ୍ଗ:- କମଳା ଏବଂ ସୁନେଲି ମିଥୁନ Lucky Number 8ଶୁଭ ରଙ୍ଗ:- କଳା ଏବଂ ନୀଳ କର୍କଟ Lucky Number 2ଶୁଭ ରଙ୍ଗ:- ରୂପେଲି ଏବଂ ଧଳା ସିଂହ Lucky Number 1ଶୁଭ ରଙ୍ଗ:- କମଳା ଏବଂ ସୁନେଲି। କନ୍ୟା Lucky Number8 ଶୁଭ ରଙ୍ଗ:- କଳା ଏବଂ ନୀଳ। ତୁଳା Lucky Number1 ଶୁଭ ରଙ୍ଗ -:କଳା ସୁନେଲି ବିଛା Lucky Number 3ଶୁଭ ରଙ୍ଗ:- କେଶରୀ ଓ ହଳଦିଆ ଧନୁ Lucky Number 9ଶୁଭ ରଙ୍ଗ:-ଲାଲ୍ ଓ ଖଇରିଆ। ମକର Lucky Number9 ଶୁଭ ରଙ୍ଗ:-ଲାଲ୍ ଓ ଖଇରିଆ। କୁମ୍ଭ Lucky Number7 ଶୁଭ ରଙ୍ଗ:-ଧଳା ଓ ଖିର ରଙ୍ଗ ମୀନ Lucky Number 5ଶୁଭ ରଙ୍ଗ :-ସବୁଜ ଓ ସାଗର ନୀଳ। ପୁରୀ ରୁ saratmohapatra ଙ୍କ ରିପୋର୍ଟ୍


Post a Comment

0 Comments