ଶରତ ମହାପାତ୍ର( ପୁରୀ )୯ ଜୁନ ୨୦୨୩, ସମ୍ବତ-୨୦୮୦, ଶକାବ୍ଦ-୧୯୪୫, ସାଲ-୧୪୩୦, ଗଜପତ୍ୟାଙ୍କ-୬୫, ଉତ୍ତରାୟଣ, ଗ୍ରୀଷ୍ମଋତୁ, ବୃଷ ୨୬ଦିନ, ଆଷାଢ଼ ୫ଦିନ, କୃଷ୍ଣପକ୍ଷ, ଶୁକ୍ରବାର,ଷଷ୍ଠୀ ସନ୍ଧ୍ଯା ୪ଘ ୨୫ମି ପର୍ଯ୍ଯନ୍ତ,ପରେ ସପ୍ତମୀ।ନକ୍ଷତ୍ର - ଧନିଷ୍ଠା ସନ୍ଧ୍ଯା ୫ଘ ୧୩ମି ପର୍ଯ୍ଯନ୍ତ,ପରେ ଶତଭିଷା।ଚାନ୍ଦ୍ରରାଶି - ମକର ପ୍ରାତଃ ୬ଘ ୩ମି ପର୍ଯ୍ଯନ୍ତ,ପରେ କୁମ୍ଭ।ଯୋଗ - ବୈଧୃତି ଦିବା ୩ଘ ୪୯ମି ପର୍ଯ୍ଯନ୍ତ,ପରେ ବିଷ୍କୁମ୍ଭ।କରଣ - ଗର ପ୍ରାତଃ ୫ଘ ୩୮ମି ପର୍ଯ୍ଯନ୍ତ, ବାଣିଜ୍ଯ ସନ୍ଧ୍ଯା ୪ଘ ୨୫ମି ପର୍ଯ୍ଯନ୍ତ, ବିଷ୍ଟି ରାତ୍ର ୩ଘ ୧୨ମି ୧୦/ଜୁନ ପର୍ଯ୍ଯନ୍ତ,ପରେ ବବ।ଯୋଗିନୀ - ପଶ୍ଚିମେ ସନ୍ଧ୍ଯା ୪ଘ ୨୫ମି ପର୍ଯ୍ଯନ୍ତ,ପରେ ବାୟବେ। ପୂର୍ବେ,ଆଗ୍ନୟେ,ଦକ୍ଷିଣେ ଯାତ୍ରା ନାସ୍ତି ସନ୍ଧ୍ଯା ୪ଘ ୨୫ମି ପର୍ଯ୍ଯନ୍ତ,ପରେ ଆଗ୍ନୟେ,ଦକ୍ଷିଣେ,ନୈଋତେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।ଘାତବାର - ବିଚ୍ଛା, ଧନୁ, ମୀନ ରାଶି ବ୍ଯକ୍ତିଙ୍କ ପାଇଁ,ଘାତଚନ୍ଦ୍ର - ସିଂହ ରାଶି ବ୍ଯକ୍ତିଙ୍କ ପାଇଁ ପ୍ରାତଃ ୬ଘ ୩ମି ପର୍ଯ୍ଯନ୍ତ,ପରେ ମିଥୁନ, ମୀନ ରାଶି ବ୍ଯକ୍ତିଙ୍କ ପାଇଁ,ଘାତତିଥି - ମେଷ,କର୍କଟ ରାଶି ବ୍ଯକ୍ତିଙ୍କ ପାଇଁ ସନ୍ଧ୍ଯା ୪ଘ ୨୫ମି ପର୍ଯ୍ଯନ୍ତ,ଘାତନକ୍ଷତ୍ର - ନାସ୍ତି ସନ୍ଧ୍ଯା ୫ଘ ୧୩ମି ପର୍ଯ୍ଯନ୍ତ,ପରେ ତୁଳା ରାଶି ବ୍ଯକ୍ତିଙ୍କ ପାଇଁ,ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି - ନିମ୍ବ ଓ ତୈଳ ସନ୍ଧ୍ଯା ୪ଘ ୨୫ମି ପର୍ଯ୍ଯନ୍ତ,ପରେ ତାଳ।ପୁଷ୍କର - ମୃତେ ନାସ୍ତି ସନ୍ଧ୍ଯା ୪ଘ ୨୫ମି ପର୍ଯ୍ଯନ୍ତ,ପରେ ୧ପାଦ,ଶ୍ରାଦ୍ଧକର୍ମ - ଷଷ୍ଠୀର ଶ୍ରାଦ୍ଧକର୍ମ।ଶରଣ ପଞ୍ଚକ - ଶରଣ-ପଞ୍ଚକ ଦୋଷ କ୍ରମଶଃ.. ଭୂମି କର୍ଷଣ ଓ ତୃଣ କାଷ୍ଠାଦି ଛେଦନ ନିଷେଧ।ପ୍ରଥମ ରଜଦର୍ଶନେ ଶୁଭାଶୁଭ - ସର୍ବସୁଖୀ ସନ୍ଧ୍ଯା ୫ଘ ୧୩ମି ପର୍ଯ୍ଯନ୍ତ, ପରେ ସର୍ବସୁଖୀ।ଚନ୍ଦ୍ରଶୁଦ୍ଧି - ମେଷ, କର୍କଟ, ସିଂହ, ବିଚ୍ଛା, ମକର, ମୀନ ପ୍ରାତଃ ୬ଘ ୩ମି ପର୍ଯ୍ଯନ୍ତ ପରେ ମେଷ, ବୃଷ, ସିଂହ, କନ୍ୟା, ଧନୁ, କୁମ୍ଭ। ଆଜିରLucky number,ଶୁଭରଙ୍ଗ।ମେଷ 1 କମଳା ସୁନେଲି।,ବୃଷ 9,ଲାଲ୍ ଖଇରିଆ। ,ମିଥୁନ 7 ଧଳା, କ୍ଷୀର ରଙ୍ଗ। ,କର୍କଟ 2, ରୂପେଲି ଏବଂ ଧଳା,ସିଂହ 9, ଲାଲ ଏବଂ ଖଇରିଆ।, କନ୍ୟା, 7,ଦୁଧିଆ ରଙ୍ଗ ଏବଂ ଧଳା, ତୁଳା,1 ,କମଳା ଏବଂ ସୁନେଲି, ବିଛା,3 ,କେଶରୀ,ହଳଦିଆ, ।ଧନୁ,9,ଲାଲ, ଖଇରିଆ ,ମକର,9, ଲାଲ୍ ଖଇରିଆ, କୁମ୍ଭ,6,ପାରଦର୍ଶୀ, ପାଟଳ,।ମୀନ,4 ,ବାଦାମି, ଧୂସର। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ସ୍ମରଣ କରନ୍ତୁ, ଦିନ ଭଲ ରେ କଟିବ।
ପୁରୀ ରୁ saratmohapatra
0 Comments