ବିଶୂ ପରିବେଶ ଦିବସ ପାଳନ

 


ଫୁଲବାଣୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଜଜ୍ ଙ୍କ ନିର୍ଦ୍ଦେଶରେ ବିଶୂ ପରିବେଶ ଦିବସ ପାଳନ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଜଜ୍ ମାନେ ଯୋଗ ଦେଇଥିଲେ ।
ଜିଲ୍ଲା କୋର୍ଟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।
ତତ୍ ସହିତ ଜିଲ୍ଲା ଜଜ୍ ଙ୍କ ନିର୍ଦ୍ଦେଶରେ  ଖଜୁରୀ ପଡା ବ୍ଳକ ଅନ୍ତର୍ଗତ ‌ଗୁଡି୍ରି ସାହି ଠାରେ କନ୍ଧମାଳ ଜି ଏନ୍ ଏମ୍ କଲେଜ୍ ପରିସରରେ କଲେଜ୍ ପିଲାମାନଙ୍କ ସହାୟତା ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । କଲେଜ୍ ର ପିରିନ୍ସପାଲ ସଂଘମିତ୍ରା ସିଂ ଏବଂ ପ୍ରସାଶନିକ ଅଧିକାରୀ ସନ୍ତୋଷ କୁମାର ମିଶ୍ର ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ‌ଅନୁଶିଳା ରୟ ‌ତଥା ଜୟନ୍ତୀ ପାଣିଗ୍ରାହୀ ଓ ସାଥୀ ‌ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥଲେ।
ଶେଷରେ କଲେଜ୍ ର କର୍ମଚାରୀ ବନ୍ଦନା ଜେନା ଧନ୍ୟବାଦ ଅର୍ପଣ କରିଥିଲେ

Post a Comment

0 Comments