କାଳବୈଶାଖୀ ଓ ବଜ୍ରାଘାତ ରେ ଚାଲିଗଲା ଜଣଙ୍କ ଜୀବନ l




 ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳର ୩ ଟି ଗାଁରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି l ମୃତକ ମାନେ ହେଲେ ଶରଣକୁଳ ଥାନା ଜାକେଡ଼ା ଗାଁର ୫୦ ବର୍ଷୀୟ ପଦ୍ମା ପ୍ରଧାନ, ମହୁଲିଆ ଗ୍ରାମର 18 ବର୍ଷୀୟ ଜିତେନ୍ଦ୍ର ଦୋରା ଏବଂ ଭାଲିଆଡ଼ିହି ଗାଁର ୬0 ବର୍ଷୀୟ ଧନେଶ୍ୱର ପରିଡ଼ା l ପଦ୍ମା ପ୍ରଧାନ ବିଲକୁ ଯାଇଥିଲେ, ଜିତେନ୍ଦ୍ର ଦୋରା ଆମ୍ବ ଗୋଟାଇବାକୁ ଏବଂ ଧନେଶ୍ୱର ପରିଡ଼ା ଗାଇ ଚରାଇବାକୁ ଯାଇଥିଲେ l ଏହି ସମୟରେ ବଜ୍ରାଘାତ ଘଟି ସମସ୍ତେ ଆହତ ହୋଇଥିଲେ l ପରେ ସମସ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏ ନେଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଗାଁରେ ଶୋକା କୁଳ ପରିବେଶ ସୃଷ୍ଟି ହୋଇଛି l

Post a Comment

0 Comments