ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଶିଖର ଗୋଛା ବ୍ରିଜ ନିକଟରୁ ବଲ୍ହା ଜବତମିଳିଥିବା ସୂଚନା ମୁତାବକ ଆଜି ମହୀତମା ବନପାଳ ରାକେଶ କୁମାର ସାହୁ ସୂଚନା ପାଇଁ ଉଦୟପୁର ପଂଚାୟତ ଅନ୍ତର ଗତ ଶିଖରଗୋଚ୍ଛା ନିକଟରେ ନିର୍ମାଣ ହେଉଥିବା ବ୍ରିଜ ତଳୁ 40ଖଣ୍ଡବଲ୍ହା ଦେଖିବାକୁ ପାଇଥିଲେ.ସମସ୍ତ ବଲ୍ହା କୁ ଜବତ କରାଯାଇଥିଲା.ଟ୍ରାକ୍ତଟର ମାଧ୍ୟମରେ ସମସ୍ତ ବଲ୍ହା କୁ ଜବତ କରାଜଇ ଅଛି. ଘଟଣା ସ୍ଥଳରୁ ସମସ୍ତ ବଲ୍ହା ଜବତ କହି ମହୀତମା ଫରେଷ୍ଟ କାର୍ଯ୍ୟାଳୟକୁ ଅଣାଯାଇଛି.ତତ ସହିତ ଏକ ମାମଲା ରୁଜୁ ହୋଇଥିବାରୁ ସୂଚନା ମିଳିଅଛି.ଏହି ସୂଚନା ମହୀତମା ବନପାଳ ରାକେଶ କୁମାର ସାହୁ.
0 Comments