ଟ୍ରାଇ ସାଇକେଲ ବଣ୍ଟନ କଲେ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର

 


ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ରଦ୍ୱାରା  ଏକ ଟ୍ରାଇ ସାଇକେଲ ବଣ୍ଟନ କରିଛନ୍ତି।ସୂଚନା ଅନୁଯାୟୀ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଦୁରୁଦୁରା ଗ୍ରାମ ର ଶରଣ ମହାନ୍ତି ଙ୍କ ପୁତ୍ର ଗୌରଶ୍ୟାମ ମହାନ୍ତି ଙ୍କୁ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର ଏକ ଟ୍ରାଇ ସାଇକେଲ ବଣ୍ଟନ କରିଛନ୍ତି।ନୂଆଗାଁ ବ୍ଲକ୍ କୁ ବିକଶିତ ବ୍ଲକ୍ ଭାବେ ଗଢି ତୋଳିବା ପାଇଁ ବିଡ଼ିଓ ପ୍ରଚେଷ୍ଠା ଜାରି ରଖିଛନ୍ତି।

Post a Comment

0 Comments