ଶୁଭ ଉଦଘାଟିତ ହେଲ ଗୁମି ବନପାଳଙ୍କ କାର୍ଯ୍ୟାଳୟ.*

 


ନୟାଗଡ ଜିଲ୍ଲା ମହିପୁର ବନବିଭାଗ ଅଧିନସ୍ଥ ଗୁମି ବନବିଭାଗ କାର୍ଯ୍ୟ ମଧ୍ୟରେ ଶୁଭ ଉଦ୍ଘାଟିତ ହେଲା ବନପାଳଙ୍କ ନୂତନ କାର୍ଯ୍ୟାଳୟ ।ବନପାଳ ପବିତ୍ର ପରିଡାଙ୍କ ତତ୍ୱାବଧାନ ରେ ଉଦ୍ଘାଟନୀ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି. ସୂଚନା ମୁତାବକ ବହୁଦିନ ଦିନ ଧରି କାର୍ଯ୍ୟଳୟ ଅଭାବ ରହିଥିଲା ଗୁମି ବନବିଭାଗ କର୍ମଚାରୀଙ୍କ ପାଇଁ । ଆଜି ନୂତନ ଭାବରେ ନିର୍ମାଣ ହୋଇଥିବା କାର୍ଯ୍ୟଳୟର ଶୁଭ ଉଦ୍ଘାଟନ ହୋଇଯାଇଛି ।


ନୟାଗଡ ବନ ଖଣ୍ଡ ଅଧିକାରୀନୀ କ୍ଷମା ଶଢଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ , ମହିପୁର ବନଖଣ୍ଡ ଅଧିକାରୀ ଅମ୍ରିତ କୁମାର ସାହୁ, ।ଦୟବିକ ରୀତି ନୀତିରେ ହୋମ କରଯାଇଥିଲା ।ନୟାଗଡ ବନ ଖଣ୍ଡ ଅଧିକାରୀନୀ କ୍ଷମା ଶଢଙ୍ଗୀ ରିବନ କାଟି କାର୍ଯ୍ୟାଳୟକୁ ଶୁଭ ଉଦ୍ଘାଟନ କରିଥିଲେ । ଆଜିର ଏହି କାର୍ଯ୍ୟ କ୍ରମରେ ବନବିଭାଗର ସମସ୍ତ କର୍ମଚାରୀ ଓ ଗୁମି ଗ୍ରାମର ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ.ଆଜି ଏହି ସୂଚନା ମହିପୁର ବନଖଣ୍ଡ ଅଧିକାରୀ ଅମ୍ରିତ କୁମାର ସାହୁ ଦେଇ ଅଛନ୍ତି

Post a Comment

0 Comments