ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଧିନସ୍ଥ କୋରଡ଼ା ପଞ୍ଚୟତ ମଧ୍ୟରେ ଥିବା କୋରଡ଼ା ଗ୍ରାମରେ ଆଜି ମାନ୍ୟବର ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବରେ ଯୋଗଦେଇ ନୂତନ ମିଶନ ଶକ୍ତି ଘରକୁ ଶୁଭ ଉଦ୍ଘାଟନ କରିଅଛନ୍ତି. ବିଧ୍ୟାକଙ୍କୁ କୋରଡ଼ା ଗ୍ରାମବାସୀ ନାମ ସଂକୀର୍ତନ ସ୍ୱାଗତ ସମ୍ବର୍ଦ୍ଧନାକରି ବିଧ୍ୟାକଙ୍କୁ ନେଇଥିଲେ. ବିଧ୍ୟାକଙ୍କ କରକମଳରେ ନୂତନ ମିଶନ୍_ଶକ୍ତି ଗୃହ ଶୁଭ ଉଦ୍ଘାଟନ ,
ଶ୍ରୀ ଶ୍ରୀ ଦଧିବାମନ ଜୀଉ ମନ୍ଦିର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ହୋଇଯାଇଛି.ଓ ଦୁରୁଦୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ କିରିଆଲାଞ୍ଜି ଠାରେ ବାବା ସୋପ୍ନେଶ୍ୱର ଦେବ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ଅତିଥିଭାବରେ ସମାଜ ସେବି ଶଙ୍କର୍ଷଣ ବେହେରା, କୋରଡ଼ା ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟା,ଗାଲେଖ ଗୋଛାୟତ, ଦିଲୀପ ଦଳବେହେରା, ସଂଜୀବ କୁମାର ସାହୁ. ଗ୍ରାମର ବୁଦ୍ଧିଜୀବୀ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ.
0 Comments