ନୟାଗଡ ଜିଲ୍ଲା ଅରକ୍ଷୀ ଅଧିକ୍ଷକ ପୂଲିଶ ଇନିସପେକ୍ଟର ସ୍ତରରେ ଅଦଲ ବଦଳ କରିଛନ୍ତି । ସୂଚନା ମୁତବକ ନୂଆଗାଁ ଥାନା କାର୍ଯ୍ୟରତ ପୁଲିସ ଇନିସପେକ୍ଟର ପୁଷ୍ପଳତା ବେହେରଙ୍କୁ ଶରଣକୁଳ ଥାନା କୁ ବଦଳ କରାଯାଇଛି । ଗଣିଆ ଥାନା କାର୍ଯ୍ୟରତ ଇନିସପେକ୍ଟର ବିମଳ କୁମାର ମଲିକଙ୍କୁ ନୂଆଗାଁ ଥାନା କୁ ବଦଳି ହୋଇଥିବାର ସୂଚନା ମିଳିଛି ।
0 Comments