ମଣିଆକାଟ ନିକଟରୁ ଜଙ୍ଗଲି ମାଂସ ଜବତ ,ଆସାମୀ ଫେରାର

 



ନୟାଗଡ ଜିଲ୍ଲା ବେରୁଆଂବାରି ପଂଚାୟତ ମଣିଆକାଟ ଅଞ୍ଚଳରୁ ଜଙ୍ଗଲି ମାଂସ ଯବତ ହୋଇଛି ସୂଚନା ମୁତବାକ ଘଞ୍ଚ ଜଙ୍ଗଲ ମଧ୍ୟରେ ଭୋଜି ଭାତର ଆସର ଜମି ଥିଲା ବନବିଭାଗ ଖବର ପାଇ ସେଠାରେ ପହଞ୍ଚିଲା ବାହାଡଝୋଲା ବନପାଳ ସନାତନ ସ୍ଵାଇଁ ବିଶେଷ ସୂତ୍ରରୁ ଖବର ପାଇଥିଲେ । ଘଟନା ସ୍ଥଳରୁ ୩ କେଜି କଟା ମାଂସ ସହିତ ରୋଷେଇ ମାଂସ ଜବତ ସହିତ ଏକ ଛୁରୀ ଜବତ କରାଯାଇଛି କିନ୍ତୁ ଉକ୍ତ ସ୍ଥାନରୁ ଆସାମୀ ମାନେ ଫେରାର ହୋଇଯାଇଥିଲେ ଏହି ଘଟଣାର ତଦନ୍ତ ଚାଲିରହିଛି ।

ଘଟନା ସ୍ଥଳାରେ ବନପାଳଙ୍କ ସହିତ ଫରେଷ୍ଟ ବନରକ୍ଷୀ ସୁନୀଲ କୁମାର ନାୟକ ,ଦିପ୍ତିମୟୀ ଦାସ ଉପସ୍ଥିତ ରହିଥିଲେ ମାଂସ କୁ ହବତ କଲାପରେ ବାହାଡଝୋଲା ସରପଞ୍ଚ ଓ କପଟପଲ୍ଲୀ ସରପଞ୍ଚ ଉପସ୍ଥିତିରେ ମାଂସ କୁ ପୋତାଯାଇଥିଲା

Post a Comment

0 Comments